Latest Odisha News

BREAKING NEWS

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜଟାଧାରୀ ମୁହାଣରେ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ସବୁଜ ସଂକେତ ମିଳିଲା। କେନ୍ଦ୍ର ସରକାରଙ୍କଜଂଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଏହି ଅନୁମତି ଦେଇଛି। ଜଗତସିଂହପୁରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କ୍ଷମତା ୫୨…

ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ଅବଦାନ

ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଉପଲକ୍ଷେ ନୃସିଂହ ଚରଣ ସାହୁ (ଜହୁରୀ ଭାଇ)ଙ୍କ  ଆଲେଖ୍ୟ  ବୃହତ୍ତର ଓଡ଼ିଶା ପ୍ରଦେଶକୁ ନୂଆ କରି ଗଢ଼ିବା ଦିଗରେ ହରେକୃଷ୍ଣ ମହତାବଙ୍କର ଅବଦାନ ଅବିସ୍ମରଣୀୟ। ସେ ଯେଉଁ ଆଠବର୍ଷ ( ୧୯୪୬-୫୦, ୫୬-୬୦) କ୍ଷମତାରେ ରହିଲେ , ଓଡ଼ିଶାକୁ ସମୃଦ୍ଧ, ସୁନ୍ଦର ଓ…

କେଉଁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ୱାରେଣ୍ଟ

ଭୁବନେଶ୍ୱର: ବାରମ୍ବାର ହାଜର ନୋଟିସ ଜାରି ହେବା ସତ୍ତେ୍ୱ ହାଜର ହେଲେନି ଜିଲ୍ଲାପାଳ । କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରିବାକୁ ୱାରେଣ୍ଟ ଜାରି ହୋଇଛି । ବିଭିନ୍ନ ଜନଜାତି ଉତ୍ପୀଡ଼ନ ସଂପର୍କିତ ମାମଲାରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ…

ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତା ପଶିଲା, ଏସଓପି ପାଇଁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ୱର: ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତି ଗଲେ କେନ୍ଦ୍ର ସରକାର । ଗୃହ ସଚିବ ଏନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଚିଠି ଲେଖି ଚିନ୍ତା ଜତାଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ରୋପୱେ ଗୁଡ଼ିକର ତୁରନ୍ତ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ…

ରାଜ୍ୟରେ ଦୁଇ ଗୁଣା ହୋଇଛି ସିଏସଆର ପାଣ୍ଠି; ଜଳବାୟୁ ଏବଂ ସବୁଜ ଶକ୍ତି ଉପରେ ଧ୍ୟାନ ଦିଆଯାଉ

ଭୁୁବନେଶ୍ୱର: ରାଜ୍ୟରେ ବଢୁଛି ସିଏସଆର(କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି) ଅର୍ଥାତ୍ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପାଣ୍ଠି । ୨୦୧୫ ଅପେକ୍ଷା ଦୁଇ ଗୁଣା ହୋଇଛି ୨୦୧୯ରେ । ରାଜ୍ୟରେ ବିକଶିତ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ସାମାଜିକ ମଙ୍ଗଳ ବା ବିକାଶ ସକାଶେ ଏକ ପ୍ରତିଦ୍ୱନ୍ଦିତା…

ୟଶ ପ୍ରଶଂସକଙ୍କ ବିଶ୍ୱରେକର୍ଡ: ୨୩,୪୦୦ ପୁସ୍ତକରେ ପ୍ରସ୍ତୁତ କଲେ ସବୁଠାରୁ ବଡ ମୋଜେକ ପୋଟ୍ରେଟ

ମାଡ୍ରାସ: ଦକ୍ଷିଣ ଭାରତ ଏବେ ପଡୁଛି ଉଠୁଛି କହିଲେ ଭୁଲ ହେବନି । ଦୁଇ ମେଗାଷ୍ଟାର ଥାଲପତି ବିଜୟଙ୍କ ବିଷ୍ଟ ଏବଂ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ଫିଲ୍ମ ଏପ୍ରିଲ ୧୪ରେ ରିଲିଜ ହେବ । ୟଶଙ୍କ ପ୍ରଶଂସକମାନେ ମଙ୍ଗଳବାର ସବୁଠାରୁ ବଡ ମୋଜେକ ପୋଟ୍ରେଟ କରି ବିଶ୍ୱରେକର୍ଡ କରିଛନ୍ତି । ୨୫, ୬୫୦…

ପରିସ୍ରା କରି ବୋତଲରେ ରଖିଥିଲେ ପିଇବା ପାଇଁ ଦେଓଘର ରୋପୱେରେ ଫସିଥିବା ଯାତ୍ରୀ

ଦେଓଘର: ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ ପରେ କିଛି ଅସହଜ କଥା ପଦାକୁ ଆସିଛି । ରୋପୱେ ମଝି ରାସ୍ତାରେ ଫସିଥିବା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜୀବନ୍ତ ଉଦ୍ଧାର ହୋଇଥିବା ଲୋକେ ପ୍ରକୃତିସ୍ଥ ହେବା ପରେ ବଖାଣିଛନ୍ତି ତାଙ୍କ ଅନୁଭୂତି । ମଝି ଆକାଶରେ ଫସିଥିବା…

ଖରଗୋନ ହିଂସା: ଭୁଲ ଫଟୋ ଶେୟାର କରି ଫସିଲେ ଦିଗବିଜୟ

ଭୋପାଳ: ଖରଗୋନ ହିଂସା ମାମଲାରେ ଭୁଲ ଫଟୋ ଶେୟାର କରି ଫସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଦିଗବିଜୟ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ଜଣେ ଯୁବକ ଏକ ମସଜିଦ ଉପରେ ହାତରେ ପତାକା ଧରି ଚଢ଼ୁଛି । ଖଣ୍ଡା, ଲାଠି ନେଇ…

ମୋଦିଙ୍କୁ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଲେ ପାକିସ୍ତାନ ଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର: ପାକିସ୍ତାନ ଅଧିକୃତ କଶ୍ମୀରର ମୁଜ୍ଜଫରାବାଦ ଦୁଷ୍କର୍ମ ପୀଡ଼ିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଛନ୍ତି । ପୀଡ଼ିତା ଜଣକ ଏକ ଭିଡିଓ ଜରିଆରେ ନିଜ ଦୁଃଖ କହି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୀବନ ରକ୍ଷା ଅନୁରୋଧ କରିଛନ୍ତି ।…

ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଫାୟାରିଂ: ୧୩ ଆହତ, ୨ ଗୁରୁତର

ବ୍ରୁକଲିନ: ଆମେରିକାର ନ୍ୟୁୟର୍କରେ ଥିବା ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଆଜି ଜଣେ ଆତତାୟୀ ମନଇଚ୍ଛା ଗୁଳି ଚାଳନା କରିଛି । ଏଥିରେ ୧୩ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯିବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ…