ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଫାୟାରିଂ: ୧୩ ଆହତ, ୨ ଗୁରୁତର
ବ୍ରୁକଲିନ: ଆମେରିକାର ନ୍ୟୁୟର୍କରେ ଥିବା ବ୍ରୁକଲିନ ମେଟ୍ରୋ ଷ୍ଟେସନରେ ଆଜି ଜଣେ ଆତତାୟୀ ମନଇଚ୍ଛା ଗୁଳି ଚାଳନା କରିଛି । ଏଥିରେ ୧୩ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯିବା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ…