Latest Odisha News

BREAKING NEWS

ଜଳ ଭଣ୍ଡାର ହେବ ପର୍ଯ୍ୟଟନସ୍ଥଳୀ, ରାଜ୍ୟ ସରକାର କରିବେ ନିଜ ପାଣ୍ଠିରୁ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ଥିବା ଜଳ ଭଣ୍ଡାର ଗୁଡ଼ିକ ନିକଟର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ । ଆସନ୍ତା ବର୍ଷରୁ ୫୦ କୋଟି ଟଙ୍କା ଖର୍ଚ୍ଚ କରି ଏହି ଯୋଜନା କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷଠୁ ତିନି ବର୍ଷ ଯାଏଁ ଏହି ଉନ୍ନତୀକରଣ କାମ ହେବ । ଜଳଭଣ୍ଡାର ନିକଟ ଅଞ୍ଚଳ ଆଂଶିକ…

ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ୍, କ୍ରିପ୍ଟୋ ସମ୍ବନ୍ଧୀୟ ହ୍ୟାକର୍ କରିଛନ୍ତି କାରନାମା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଛି । ଶନିବାର ବିଳମ୍ବିତ ସଂଧ୍ୟାରେ ବିଭାଗର ଅଫିସିଆଲ ଏକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି । ହ୍ୟାକର ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟକୁ ହ୍ୟାକ୍ କରି ଏନଏଫଟି ସମ୍ବନ୍ଧୀୟ…

ଇସ୍ତଫା ଦେବା ପୂର୍ବରୁ ୩ଟି ସର୍ତ୍ତ ରଖିଲେ ଇମ୍ରାନ ଖାନ

ଇସଲାମାବାଦ: ଇସ୍ତଫା ଦେବା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ତିନୋଟି ସର୍ତ୍ତ ରଖିଛନ୍ତି। ଏହି ପଦ ଛାଡିବା ପରେ ତାଙ୍କୁ ଗିରଫ ନକରାଯିବା ସହ ଶାହବାଜ ସରିଫଙ୍କୁ ଛାଡ଼ି ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ସର୍ତ୍ତ ରଖିଛନ୍ତି ଇମ୍ରାନ। ଅନାସ୍ଥା ପ୍ରସ୍ତାବ ‌ଉପରେ ଭୋଟ ଗ୍ରହଣ…

ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ

ଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ କଟକଣା…

ସମ ଅଲଟିମେଟ ମେଡ଼ିକେଆରରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: ସମ ଅଲ୍ଟିମେଟରେ ଅସୁସ୍ଥ ଝିଅକୁ କିଡ଼ନୀ ଦାନ କଲା ମା। ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଛନ୍ତି ଯୁବତୀ। ସମ୍ପୃକ୍ତ ଯୁବତୀଙ୍କ ଦୁଇଟି କିଡ଼ନୀ ସମ୍ପୂଣ୍ଣ ନଷ୍ଟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଗତ ବର୍ଷ ନଭେମ୍ବରରେ ସେ ସମ ଅଲଟିମେଟରେ ଭର୍ତି ହୋଇଥିଲେ। ସମରେ ନେଫରୋଲୋଜି…

ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ

ଭୁବନେଶ୍ୱର  : ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଡକଣ ସ୍ଥିତ ଏକ ଘରୁ ଉଦ୍ଧାର ହୋଇଛି ୪୫ଟି ସାପ । ଗାଁରେ ରହୁଥିବା ଲବଣୀ ପ୍ରଧାନଙ୍କ ଗାଧୁଆ ଘରୁ ସାପ ଛୁଆ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ…

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଯୁଗ୍ମ ସଚିବ ପ୍ରମୋଦ…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ : ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଳିରେ ରୁକୁଣା ରଥଯାତ୍ରା ।

ଭୁବନେଶ୍ୱର : ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ମହାଆନନ୍ଦରେ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି ଭକ୍ତଗଣ । ଆଜି ପବିତ୍ର ଅଶୋକା ଅଷ୍ଟମୀ ଅବସରରେ ଦୀର୍ଘ ୨ ବର୍ଷ ପରେ ଭକ୍ତ ଟାଣୁଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ…

[ଦେଖନ୍ତୁ ଭିଡିଓ] ଝୁମ୍ପୁଡି ଘରେ ବିଡ଼ା ବିଡ଼ା ଟଙ୍କା : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ

ଭୁବନେଶ୍ୱର : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଏହି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି ।  ଶୁକ୍ରବାର ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ…