Latest Odisha News

BREAKING NEWS

ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ଭୁବନେଶ୍ୱର: ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହାସହ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ଭୋଟ ମଧ୍ୟ ହେବ ।ସେହିପରି ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଭୋଟ ହେବ । ୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି…

 ଅନୁବାଦ କବିତା : ସୁଖାନୁଭୁତି

ଲୁଇସ ଗ୍ଲୁକ ଏକ ଧଳା ବିଛଣାରେ ଶୟନରତ ଜଣେ ପୁରୁଷ ଓ ନାରୀ। ସକାଳ ହେଲାଣି, ମତେ ଲାଗୁଛି ସେମାନେ ଖୁବ୍ ଶୀଘ୍ର ଉଠିପଡ଼ିବେ। ଖଟ ପାଖର ଫୁଲଦାନିରେ କିଛି କଇଁ ଫୁଲ, ସୂର୍ଯ୍ୟ କିରଣ ତାଙ୍କ ଗଳାରେ ଏକ ଛୋଟ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ମୁଁ ଲକ୍ଷ୍ୟ କଲି , ପୁରୁଷଟି ସ୍ତ୍ରୀ…

ସମ୍ବଲପୁରରେ ଆଇଓସିଏଲ ଏକ୍ସପି-୧୦୦ ତେଲ ବିକ୍ରି ଆରମ୍ଭ କଲା

ସମ୍ବଲପୁର: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପ୍ରଥମ ଥର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ୱତନ୍ତ୍ର ପେଟ୍ରୋଲର ବିକ୍ରି ଆରମ୍ଭ କରାଯାଇଛି । ‘ଏକ୍ସପି-୧୦୦’ ନାମରେ ବୁଢ଼ାରଜା ସ୍ଥିତ ‘ସମ୍ବଲପୁର ଫୁଏଲ୍ସ’ ପେଟ୍ରୋଲ ପମ୍ପରେ ବିକ୍ରି ଆରମ୍ଭ କରାଯାଇଛି । ବିଶ୍ୱସ୍ତରୀୟ ଏହି ପେଟ୍ରୋଲ ଭାରତରେ…

ପେଟ୍ରୋଲ ପମ୍ପରେ ୫୦ଟଙ୍କାରୁ ତଳକୁ ତେଲ ମନା

ନାଗପୁର: ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ମିଳିବନି । ସିଧାସିଧା ମନା । ବିନା କିଛି ଆଲୋଚନା, ଯୁକ୍ତି ତର୍କରେ ଫେରି ଆସିବେ । ମହାରାଷ୍ଟ୍ର ନାଗପୁରର ଗୋଟିଏ ପେଟ୍ରୋଲ ପମ୍ପରେ ୫୦ ଟଙ୍କାରୁ କମ୍ ମାତ୍ରାର ତେଲ ଦେବାକୁ ମନା କରିଦେଇଛନ୍ତି ଟାଙ୍କି ମାଲିକ । ତେଲ ଭରୁଥିବା ସ୍ଥାନରେ ଏକ କାଗଜରେ…

ସିକେ ନାୟୁଡୁ ଟ୍ରଫି: ଓଡିଶା ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସୁଧାରିଲା ହାଇଦ୍ରାବାଦ

ଭୁବନେଶ୍ୱର: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏକଦା ୧୨୪ ରନରେ ୬ ୱିକେଟ ହରାଇ…

ଦେଶରେ ୧୨୫୩ ଆଦର୍ଶ ରେଳ ଷ୍ଟେଶନ ଯୋଜନା, ସଂସଦରେ ତଥ୍ୟ ଦେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳ ଷ୍ଟେଶନ ଗୁଡ଼ିକରେ ଯାତ୍ରୀଙ୍କ ଅଧିକ ସୁବିଧା ଓ ଆରାମଦାୟକ ସେବା ଯୋଗାଇବା ପାଇଁ ଆଦର୍ଶ ଷ୍ଟେଶନ କାର୍ଯ୍ୟକ୍ରମ ଚାଲୁଛି । ଏହି ଯୋଜନାରେ ୧୨୫୩ଟି ଷ୍ଟେଶନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ…

ଶ୍ରୀଲଙ୍କାରେ ଭାରତ ପହଞ୍ଚାଇଲା ୭୬ ହଜାର ମେଟ୍ରିକ ଟନ ତୈଳ ଇନ୍ଧନ

ଭୁବନେଶ୍ୱର: ପଡ଼ୋଶୀ ଶ୍ରୀଲଙ୍କା ଘୋର ସଂକଟ ଭିତରେ ଗତି କରୁଛି । ଭାରତ ଘନିଷ୍ଠ ସହଯୋଗୀ ଓ ଉଦାର ପଡ଼ୋଶୀ ହିସାବରେ ସାହାଯ୍ୟର ହାତ ବଢ଼େଇ ଚାଲିଛି । ତୈଳ ଇନ୍ଧନ, ଗ୍ୟାସ ଓ ଖାଦ୍ୟ ସାମଗ୍ରୀରେ ସବୁ ପ୍ରକାର ସାହାଯ୍ୟ କରିଆସିଛି ଭାରତ । ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି ୭୬ ହଜାର ମେଟ୍ରିକ ଟନ୍…

ମନ୍ଦିରରୁ ଚୋରି କରିବା ପାଇଁ ଖୋଳିଥିବା ସୁଡଙ୍ଗରେ ଫସିଲା ଚୋର

ହାଇଦ୍ରାବାଦ: ଯିଏ ଯେମିତି କାର୍ଯ୍ୟ କରିବ ତାକୁ ସେମିତି ଦଣ୍ଡ ମିଳିବ । ଏ ଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ସମ୍ମୁଖକୁ ଆସିଛି । ଏଠାକାର ଶ୍ରୀକାକୁଲମରେ ଥିବା ଜାମି ୟେଲମ୍ମା ମନ୍ଦିରରୁ ଚୋରି କରିବା ପାଇଁ ଚୋର ସୁଡଙ୍ଗ ଖୋଳିଥିଲା । ଏହା ମଧ୍ୟ ଦେଇ ସେ ମନ୍ଦିର ଭିତରକୁ ଯାଇଥିଲା । ସେଠାରୁ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା

ନୂଆଦିଲ୍ଲୀ: ଓଡ଼ିଶାର ମହାନ ସନ୍ଥ କବି ତଥା ମହିମା ଧର୍ମର ମହାନ ପ୍ରଚାରକ ଭୀମ ଭୋଇଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନ ପ୍ରଦର୍ଶନ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାଳଜୟୀ କବି ସନ୍ଥ ଭୀମ ଭୋଇଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର । ସୋମବାର ୟୁଜିସି ଯୁଗ୍ମ ସଚିବ ଜିତେନ୍ଦ୍ର କୁମାର ତ୍ରିପାଠୀ…

ଭାରତରେ ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ, ସଂକ୍ରମିତ ଜଣକ ମହିଳା

ମୁମ୍ବାଇ : ଦେଶରେ ପୁଣି କୋରନା ବିସ୍ପୋରଣ । ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ପୁଣି ମୁମ୍ବାଇରେ ଚିହ୍ନଟ ହୋଇଛି । ବୃହ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବିଜ୍ଞପ୍ତିରୁ ଏନେଇ ସୂଚନା ମିଳିଛି । ଜଣେ ମହିଳାଙ୍କ ଠାରେ ଏହି ଭାରିଆଣ୍ଟ ପରିଲକ୍ଷୀତ ହୋଇଛି । ତାଙ୍କ ବୟସ…