[ଭିଡିଓ] ଦେଖନ୍ତୁ କେମିତି ରାସ୍ତାରେ ଯାଉ ଯାଉ ଦବିଗଲା ରାସ୍ତା , ଗଳି ପଡିଲେ ଜଣକ ପରେ..
ଭୁବନେଶ୍ୱର : ହଠାତ୍ ଦବିଗଲା ରାସ୍ତା ଜଣକୁ ଉଦ୍ଧାର କରିବାକୁ ଯାଇ ଫସିଗଲେ ତିନି ଜଣ । ଭିଡିଓରେ ଦେଖନ୍ତୁ ଜଣକ ପରେ ଜଣେ କେମିତି ଗାତ ଭିତରେ ଗଳି ପଡୁଛନ୍ତି ।ଆଉ ବାହାରିବାକୁ ଚେଷ୍ଟା କରୁଛନ୍ତି ହେଲେ ବାହାରି ପାରୁନାହାନ୍ତି । ହୁଏତ ଏ ଦୃଶ୍ୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ…