Latest Odisha News

BREAKING NEWS

ଆଜି ସରିବ ବିଧାନସଭା ବଜେଟ ଅଧିବେସନ

ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ  ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ…

ସିକ୍ରେଟ ଲେଟର ସହ ଆମେରିକାର କୌଣସି ସମ୍ପର୍କ ନାହିଁ

କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ଏକ ସିକ୍ରେଟ ଲେଟର ଇସ୍ୟୁ ଉଠାଇ ଏହାକୁ ଆହୁରି ରୋଚକ କରି ଦେଇଛନ୍ତି । ପରୋକ୍ଷରେ ଆମେରିକା ଏହି ଲେଟର ପଠାଇଥିବା ପାକିସ୍ତାନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ…

୧୧ କେ.ଭି ବିଦ୍ୟୁତ ତାର ଛିଡି ପଡିଲା , ଜଳିଗଲା ୫ ପରିବା ଦୋକାନ

କଳାହାଣ୍ଡି : ହଠାତ୍ ଛିଡିଗଲା ୧୧ କେଭି ବିଦ୍ୟୁତ ତାର । ପ୍ରାୟ ୫ ବଖରାରୁ ଅଧିକ ପରିବା ଦୋକାନ ଜଳି ଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛକ ନିକଟଟେ ଏପରି ଅଘଟଣ ଘଟିଛି । ତାରଟି ଛିଡି ଯିବାରୁ ପାଖରେ ଥିବା ଅଧିକାଂଶ ଦୋକାନ ଜଳି ଯାଇଛିାସେପଟେ କ୍ଷତି ପୁରଣ ଦାବିରେ ବ୍ୟବସାୟୀ ମାନେ…

‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଉନ୍ମୋଚିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନରେ 'କଥା କଥାରେ ଜଗନ୍ନାଥ' ଶୀର୍ଷକ ୧୭୭ତମ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକାଙ୍କ ୨୨ ଟି ଗଳ୍ପକୁ ନେଇ ପୀତବାସ ରାଉତରାୟଙ୍କ ସଙ୍କଳିତ, ବିଶିଷ୍ଟ…

ମାନସ ସ୍ୱାଇଁ ହତ୍ୟା ମାମଲା : ସତ ମାନୁଛନ୍ତି ଶର୍ମିଷ୍ଠା, ଅଡୁଆରେ ନିରଞ୍ଜନ ସେଠୀ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ବଢୁଛି ଅଡୁଆ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଅଡୁଆରେ ପଡିଲେଣି ନିରଞ୍ଜନ ସେଠୀ । ପୋଲିସ ଶର୍ମିଷ୍ଠାକୁ ଖୋଜୁଥିବା ବେଳେ ଶର୍ମିଷ୍ଠା ସହ ଯୋଗୀ ଝୁନା ଭୋଇକୁ ସାଙ୍ଗରେ ଧରି ଭଦ୍ରକ, କାଳିଆପାଣୀ. ଯାଜପୁର ଓ…

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ : ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବୃଦ୍ଧି

ଭୁବନେଶ୍ୱର: ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ । ଆଜି ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବଢିଛି । କିଛି ଦିନ ହେଲା ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି ।…

ତତଲା ତାୱାରେ ସିଝୁଛି ଓଡ଼ିଶା: ୮ଜିଲ୍ଲାରେ ହିଟୱେଭ ଜାରି

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି  ଓଡ଼ିଶା। ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଛି। ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ପରି ପଶ୍ଚିମ ଓଡ଼ିଶାର ପ୍ରତିଟି ସହରରେ ତାପମାତ୍ରା ଶୀର୍ଷ ଛୁଇଁଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।…

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

ମହିଳା ହକି ଲିଗ୍ :ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ ମହିଳା ହକି ଲିଗରେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭୁବନେଶ୍ୱର ଟିମ ୦-୫ ଗୋଲରେ ସୋନପତରେ ପ୍ରୀତମ ସିୱଚ ହକି ଏକାଡେମୀ…

ସିକେ ନାୟୁଡୁ ଟ୍ରଫି: ଗୌରବଙ୍କ ଶତକ, ଓଡିଶା ୨୪୮/୩

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ କ୍ରିକେଟ ଟ୍ରଫିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ସୁବିଧାଜନକ ସ୍ଥିତିରେ ରହିଛି । ମଧ୍ୟପ୍ରଦେଶର ପ୍ରଥମ ଇନିଂସରେ ୩୩୧ ରନ କରିଥିଲଶ । ଏହାର ଜବାବରେ ଓପନର ଗୌରବ ଚୌଧୁରୀଙ୍କ ଆକର୍ଷଣୀୟ ଶତକ ସହାୟତାରେ ଦ୍ୱିତୀୟ ଦିବସ ଖେଳ ଶେଷ…