Latest Odisha News

BREAKING NEWS

ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ । ଚତୁର୍ଥ ଶନିବାର ଓ ରବିବାର ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଶ୍ରମିକ ସଂଗଠନ ଦେଇଥିବା ଧର୍ମଘଟ ଡାକରାରେ ସାମିଲ ହେବେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ସର୍ବଭାରତୀୟ…

ପୌର ନିର୍ବାଚନରେ ବି ବିଜେଡି ଆଗରେ: ଦ୍ବିତୀୟ ସ୍ଥାନରେ ବିଜେପି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିବ । ତାଜା ତଥ୍ୟ ଅନୁଯାୟୀ, ୮୦ଟି ଭିତରୁ ବିଜେଡି ୫୩ ଟି, ବିଜେପି ୧୯ଟି, କଂଗ୍ରେସ ୩ଟି  ଓ ୫ଟି ସ୍ଥାନରେ…

ପୌର ନିର୍ବାଚନ: ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଆଜି ଆସିବ ରେଜଲ୍ଟ

ଭୁବନେଶ୍ୱର: ଖୋଲିଲା ଇଭିଏମ୍ ପେଡି । ପୌର ନିର୍ବାଚନ ନେଇ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମନାକୁ ଆସିଛି । ଅଧିକାଂଶ ଆଗରେ ରହିଛନ୍ତି…

ତିନି ଶହ ରାମାୟଣ (୪)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ …

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଅଚ୍ୟୁତାନନ୍ଦ ପତି ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ୱର : ବର୍ଷିଆନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି ଚଳିତ ବର୍ଷ ପାଇଁ ସମ୍ମାନଜନକ 'ତପସ୍ୟା ଶାଶ୍ୱତ ପୁରସ୍କାର' ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ତାଙ୍କ ସହିତ ରଞ୍ଜନ ପ୍ରଧାନଙ୍କୁ 'ତପସ୍ୟା ସୃଜନ ପୁରସ୍କାର' ଏବଂ ପରମବୀର ଚକ୍ରଙ୍କୁ  'ତପସ୍ୟା ସମ୍ଭାବନା ପୁରସ୍କାର' ପ୍ରଦାନ…

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ…

୨୦୨୩ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ…

ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ

ମୟୂରଭଞ୍ଜ : ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ଏନେଇ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଭଞ୍ଜସେନା ତରଫରୁ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ…