Latest Odisha News

BREAKING NEWS

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୨ରେ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ୨୨ରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ…

କିଙ୍ଗଖାନ୍ ଶାହରୁଖ ଆଣୁଛନ୍ତି ନିଜର ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍ ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା' ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି ।…

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

ବେଙ୍ଗାଲୁରୁ :କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି  ।  ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା…

ମହଙ୍ଗା ହେଲା ଚା’-କଫି ଓ ନୁଡଲ୍ସ

ଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି…

[ଦେଖନ୍ତୁ ଭିଡିଓ] ଚୀନରେ ପୁଣି ବଢିଲା ସଂକ୍ରମଣ ,୧୦ ସହରରେ ତାଲାବନ୍ଦ

ବେଜିଂ: ଚାଇନାରେ ପୁଣି ସଂକ୍ରମଣ ଭୟ ବଢିବାରେ ଲାଗିଛି । ଆରମ୍ଭ ହୋଇଯାଇଛି ତାଲା ବନ୍ଦ । ୧୦ ସହରରେ ତାଲା ବନ୍ଦ ହୋଇଛି । ୧୦ଟି ସହରରେ ଏବେ ଲକଡାଉନ୍ ଘୋଷଣା ହୋଇଛି । ୫,୨୮୦ ନୂତନ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ଅନୁଯାୟୀ, କୋଭିଡ -୧୯ ଆରମ୍ଭରୁ ଗୋଟିଏ…

ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଲେ ଆଲିୟା, ସେୟାର କଲେ ‘ବ୍ରହ୍ମାସ୍ତ୍ର’ରେ ନିଜ ଫାଷ୍ଟ ଲୁକ୍

ମୁମ୍ବାଇ: ଆଜି ବଲିଉଡର ଗର୍ଜିୟସ କୁଇନ୍ ଆଲିୟା ଭଟ୍ଟଙ୍କ ଜନ୍ମଦିନ । ସ୍ପେଶାଲ୍ ଡେରେ ଫ୍ୟାନଙ୍କୁ ବର୍ଥ ଡେ ଟ୍ରିଟ୍ ଦେଇଛନ୍ତି ଆଲିୟା । ଅପକମିଂ ଫ୍ଲିମ ବ୍ରହ୍ମାସ୍ତ୍ରରେ ନିଜ ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ…

ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ, ୨୦ ମୃତ

ଦିଲ୍ଲୀ: ତୀବ୍ରରୁ ତୀବ୍ର ହେଉଛି ଋଷ- ୟୁକ୍ରେନ ଯୁଦ୍ଧ ।  ଏବେ ପୁଣି ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣରେ ୨୦ ମୃତ । ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ । ଋଷ୍ ପ୍ରତିରକ୍ଷା…

ସନେଟ : ମଳୟ

ରବି ପଣ୍ଡା ଧୀରେ ଧୀରେ ଝର୍କା ଦେଇ ଧାରେ ଧାରେ ପଶି ଆସେ ଦକ୍ଷିଣା ପବନ ଶୀତକୁ ଆକଟ କରି ଉତ୍ତରା ପବନ ଫେରେ, ତା'ର ଅଭିସାର ସାରି ଅଳପ କୁହୁଡ଼ି ସହ ମିଠା ମିଠା ଥଣ୍ଡା ଦିଏ ପାହାନ୍ତି ପ୍ରହର ଝାପସା ଦିଗନ୍ତରୁ ସୂର୍ଯ୍ୟ ଉଏଁ , ଫିକା ଫିକା ଲାଲ୍ ରଙ୍ଗ ଧରି। ଆକାଶ କ୍ରମଶଃ ସଫା,…

ବକ୍ସ ଅଫିସରେ ଧମାଲ ମଚାଇଲା `ଦ କାଶ୍ମୀର ଫାଇଲ୍ସ`

ମୁମ୍ବାଇ : ରେକର୍ଡ ଭାଙ୍ଗିଲା ''ଦ କାଶ୍ମୀର ଫାଇଲ୍ସ'' । ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ନ ''ଦ କାଶ୍ମୀର ଫାଇଲ୍ସ'' ଏବେ ଦମଦାର ବକ୍ସ ଅଫିସ କଲେକ୍ସନ କରୁଛି । ବକ୍ସ ଅଫିସରେ ଧମାଲ କରୁଛି ''ଦ କାଶ୍ମୀର ଫାଇଲ୍ସ'' ଫିଲ୍ମ, ୩ ଦିନରେ ରେକର୍ଡ ଭଙ୍ଗା କଲେକ୍ସନ। ୨୭ କୋଟି ଟଙ୍କା…

ସାଂସଦ ପଦରୁ ଇସ୍ତଫା ଦେବେ ଭଗୱନ୍ତ ମାନ୍

ଦିଲ୍ଲୀ: ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ ଆପ୍ ନେତା ଭଗୱନ୍ତ ମାନ୍ । ପଞ୍ଜାବରେ ଆପର ବିପୁଳ ବିଜୟ ପରେ ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ । ତେବେ ଏହାପୂର୍ବରୁ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେବେ ମାନ୍ । କାରଣ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ…