ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର: ମୁଖ୍ୟମନ୍ତ୍ରୀ ଭାବ ଶପଥଗ୍ରହଣ କରିବେ ଭଗୱନ୍ତ ମାନ
ପଞ୍ଜାବ : ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର । ପଞ୍ଜାବରେ ବିପୁଳ ବିଜୟ ପରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି । ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆମ ଆଦମୀ ପାର୍ଟିର ଭଗବନ୍ତ ମାନ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ।…