ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ , ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର :ଛାତରୁ ଡେଇଁ ଛାତ୍ରୀଙ୍କ ଜୀବନ ଗଲା । ଜଟଣୀ ଥାନା ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣକ ହେଉଛନ୍ତି ପୂଜା ଜେଠୱାନୀ । ତାଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି ।ଛାତ୍ରୀ ଜଣକ ଛାତରୁ କାହିଁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ…