Latest Odisha News

BREAKING NEWS

ୟୁକ୍ରେନର ଖେରସୋନ୍ ସହରକୁ ଦଖଲରେ ନେଲା ରୁଷ୍ ସେନା

କିଭ୍(ୟୁକ୍ରେନ): ଆହୁରି ଉଗ୍ର ହେଉଛି ରୁଷ୍ । ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ଜୋରଦାର କରିଛି । ତିନି ପଟରୁ ଘେରି ହମଲା କରୁଛି । ଖେରସୋନ୍ ସହରକୁ ନିଜ ଦଖଲକୁ ନେଇ ରୁଷ୍ ସେନା । ଯୁଦ୍ଧ ପରେ ପ୍ରଥମ ଥର ୟୁକ୍ରେନର କୌଣସି ସହରକୁ ନିଜ କବଜରେ ନେଇଛି ରୁଷ୍ ସୈନ୍ୟ । ଖେରସୋନକୁ ୟୁକ୍ରେନର ପୋର୍ଟ…

ଟିଆରଏଲ କ୍ରୋସାକି କାରଖାନା ଡୋଲୋମାଇଟ୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ ( ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଏହି କମ୍ପାନି ଭିତରେ ଭୟାଵହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଛି  । ଏହି ଅଗ୍ନିକାଣ୍ଡ ସକାଳ…

ଖାରକିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ସେନା ପଣବନ୍ଦୀ କରିଥିବା ଖବର ନାହିଁ, ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ: ଖାରକିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଛି । ପ୍ରେସମିଟରେ ରୁଷ୍ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଥିଲେ, ୟୁକ୍ରେନ୍‌ ଛାଡ଼ି…

ଭାରତ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ନାଗରିକ

ଦିଲ୍ଲୀ: ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରି ଦେଶକୁ ଅଣାଯାଉଛି । ଏହି ଅଭିଯାନରେ ୟୁକ୍ରେନରେ ଡାକ୍ତରୀ ପାଠପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଦେଶରେ ପହଁଚିବା ପରେ ଗତକାଲି ସନ୍ଧ୍ୟାରେ ୪ଜଣ ଓଡିଆ…

ଅନୁବାଦ କବିତା : ବରଫ ତରଳିବ ନିଶ୍ଚୟ

ମୂଳ ରଚନା : ମାରିନା ଶ୍ୱେତାଏଭା  ଆଜି ନୁହେଁ ତ କାଲି ଏ ବରଫ ତରଳିବ ନିଶ୍ଚୟ ତୁମେ ଏକ ବିଶାଳ ଲୋମଶ ପୋଷାକ ଭିତରେ ରହିଛ ଏବଂ ତୁମର ଅଧର ଦ୍ୱୟ ଶୁଖି ଯାଇଛି ସବୁଦିନ ପାଇଁ ମୁଁ ଜାଣି ପାରୁନି ତୁମକୁ ଦୟା ଦେଖାଇବି କି ନାହିଁ। ତୁମର ପିଇବା ଅଭ୍ୟାସ ଖୁବ କଷ୍ଟକର ପଦଚାଳନା ଓଜନଦାର…

ୟୁକ୍ରେନରେ ଯବାନ ସମେତ ଦୁଇ ହଜାରରୁ ଅଧିକ ସାଧାରଣ ଲୋକଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସପ୍ତାହେ ବ୍ୟାପୀ ୟୁକ୍ରେନ ଉପରେ ଋଷ ଆକ୍ରମଣ କରି ଚାଲିଛି । ଏହାରି ଭିତରେ ୟୁକ୍ରେନରେ ଅନେକ ଲୋକ ପ୍ରାଣ ହରାଇଲେଣି । ଏହା ସହିତ ୟୁକ୍ରେନର ବଡ଼ବଡ଼ ସହର ଓ ପ୍ରତିଷ୍ଠାନ ମିସାଇଳ ଓ ବୋମା ମାଡ଼ରେ ଧ୍ୱସଂ ହୋଇଗଲାଣି । ଋଷ ଜାରି ରଖିଥିବା ହମଲାେରେ ଏଯାବତ ୨ ହଜାରରୁ ଅଧିକ ସାଧାରଣ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ରାହାଣେ, ପୂଜାରା ଗ୍ରେଡ ବି’କୁ ଖସିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କଂଟ୍ରାକ୍ଟ ଲିଷ୍ଟ ଜାରୀ କରିଛି । ଟେଷ୍ଟ ଟିମରୁ ବାଦ ପଡିଥିବା ମିଡିଲ ଅର୍ଡରର ଦୁଇ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଗ୍ରେଡ ବି’ରେ ରଖାଯାଇଛି । ଏହି ୨ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଥିଲା…

[ଦେଖନ୍ତୁ ଭିଡିଓ] CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା

କଟକ: କଟକ ମହାନଗର ନିଗମ ପାଇଁ କଂଗ୍ରେସ ଏହାର ମେୟର ପ୍ରାର୍ଥୀ ଘୋଷଣା କରିଛି | ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା…

ରୁଷର ପରବର୍ତୀ ଟାର୍ଗେଟ ମୋଲୋଡୋଭା !

ନୂଆଦିଲ୍ଲୀ:ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ପରବର୍ତୀ ଟାର୍ଗେଟ ନେଇ ବିଭିନ୍ନ ସାଇଟରେ ଖବର ପ୍ରକାଶ ପାଇଛି । ୟୁକ୍ରେନ କବଜା ପରେ ସେ ଏହାର ପଡୋଶୀ ଦେଶ ମୋଲୋଡୋଭା ଉପରେ ଆକ୍ରମଣ କରିବେ । ପୁତିନଙ୍କ ନିକଟତମ ବନ୍ଧୁ ତଥା ବେଲାରୁଷର ଏକଚ୍ଛତ୍ରବାଦ ରାଷ୍ଟ୍ରପତି ଆଲେକଜାଣ୍ଡର…

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…