ଚିନ୍ତାରେ ଚେନ୍ନାଇ, ଓହରି ପାରନ୍ତି ଦଳର ଷ୍ଟାର ଖେଳାଳି
ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଶକ୍ତ ଝଟକା ଲାଗିପାରେ । ଦଳର ଦାମୀ ତଥା ଷ୍ଟାର ଖେଳାଳୀ ଦୀପକ ଚହର ଆଘାତ ସମସ୍ୟା ଯୋଗୁ ଆରମ୍ଭରୁ କେତୋଟି ମ୍ୟାଚ ଖେଳି ନ ପାରନ୍ତି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଦୀପକଙ୍କୁ ୧୪ କୋଟି ଟଙ୍କାରେ କ୍ରୟ…