Latest Odisha News

BREAKING NEWS

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ : ମୁଣ୍ଡ ନଖେଳାଇବାକୁ ଉଭୟ ରାଷ୍ଟ୍ରର ଚେତାବନୀ

ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଆଉ ଏହାସହ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବାଲାଷ୍ଟିକ ମିସାଇଲ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ଋଷ ରାଷ୍ଟ୍ରପତି ବିଶ୍ୱର ଅନ୍ୟ…

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ । ଶେଷ…

ୟୁକ୍ରେନର କିଭରେ ମିସାଇଲ ଆକ୍ରମଣ କଲା ରୁଷିଆ

ମସ୍କୋ: ଅମାନିଆ ରୁଷର ଜିଦଖୋର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୁଦ୍ଧ ଘୋଷଣା ପରେ ୟୁକ୍ରେନର କିଭ ଓ ଖାରକିଭ ଅଂଚଳରେ ରୁଷ ସେନା ପକ୍ଷରୁ ବୋମା ମାଡ କରାଯାଇଛି । ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଖାରକିଭରେ…

ଅନୁବାଦ କବିତା : ଏକ ଦୀର୍ଘ ମନସ୍ତାପ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ଏବେ ବି ମୁଁ ପାରିନାହିଁ ଭୁଲି ସେଇ ଦୀର୍ଘ ଅପୂର୍ଣ୍ଣ ବେଦନା ବାହାରେ ରାତିର ମୃଦୁ ଅନୁଚ୍ଚ ଜ୍ଵଳନ ଆଉ ସିଏ ଜୋର କରି ହାତ ତା'ର ଟାଣିନେବା ବେଳେ ଅନିଶ୍ଚିତ ଉଷା ଆଲୋକରେ ତୀବ୍ର ଏକ ଝଲକର ଚିହ୍ନ । କାଟିବା ଏ ପୁରାଏକ ଜୀବନର କ୍ଳାନ୍ତି ଆଉ…

ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ପାରାଦୀପ: ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ଅଞ୍ଚଳରେ ଲୋକମାନଙ୍କ ଉପରେ ପୁଲିସର ବର୍ବୋରଚିତ ଲାଠିଚାଳନା ଘଟଣା । ନିରପେକ୍ଷ ତଦନ୍ତ ପ୍ରସଙ୍ଗ ନେଇ ଦାୟର ତିନୋଟି ମାମଲାରେ ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଅଦାଲତ ୫ଜଣିଆ ଆଇନଜୀବୀ ଦଳ ଗଠନ କରିଥିଲେ । ଏହି କମିଟି ଆଜି ଚାରୋଟି ପୃଥକ…

ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ପାଇଁ ସମନ୍ୱୟ ବେଢଠକ ଶେଷ ହୋଇଯାଇଛି । ରାତି ୧୦ରେ ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । କୋଭିଡ଼ କଟକଣା ନିୟମ ଅନୁସାରେ ମନ୍ଦିର ପରିସରରେ ଭକ୍ତ ଦୀପ ଜାଳି ପାରିବେ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି…

ଠକ ସୁକେଶଙ୍କ ଟାର୍ଗେଟରେ ଥିଲେ ସାରା, ଜାହ୍ନବୀ, ଭୂମି !

ମୁମ୍ବାଇ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରେ ୨୦୦ କୋଟି ଟଙ୍କାର ଠକେଇ କରିଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନଜର ପଡିଥିଲା ସାରା ଅଲୀ ଖାଁ, ଜାହ୍ନବୀ କାପୁର ଓ ଭୂମି ପେଡେନକର । ଇଡି ତଦନ୍ତରୁ ଏହି ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ମେ ୨୧ରେ ସାରାଙ୍କୁ ହ୍ୱାଟସଆପରେ ମେସେଜ ପଠାଇଥିଲା ।…

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

ନିଜ ଛୁଆ ନୁହେଁ ଅନ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଉଛି ଗାଈ

ଭୁବନେଶ୍ୱର: ମା’ର ମମତା ଅତୁଳନୀୟ । ସେ ପଶୁ ହେଉ ଅବା ମଣିଷ, ମମତାର ମୂଲ୍ୟ ସବୁଠି ସମାନ । ମା’ର ରୂପ ସମସ୍ତଙ୍କ ପାଇଁ ଏକାପରି । ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଛି । କେତେକ ମା’ ମଧ୍ୟ ନିଜ ଜନ୍ମିତ ଶିଶୁକୁ ନିଜ ବକ୍ଷରର ସ୍ତନ୍ୟପାନ…

ମଡେଲ ସୌମ୍ୟ ମୃତ୍ୟୁ ମାମଲା: ପୋଲିସକୁ ହାଇକୋର୍ଟ ତାଗିଦ୍‌

ଭୁବନେଶ୍ୱର: ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ…