ୟୁକ୍ରେନ ଉପରେ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ ରୁଷ : ବ୍ରିଟିଶ ରକ୍ଷା ବିଶେଷଜ୍ଞ
ଲଣ୍ଡନ: ବ୍ରିଟେନର ରକ୍ଷା ବିଶେଷଜ୍ଞମାନେ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେମାନେ କହିଛନ୍ତି ୟୁକ୍ରେନ ଉପରେ ରୁଷିଆ ପ୍ରଥମେ ଫାଦର ଅଫ ଅଲ ବମ ପକାଇବ । ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏ ନେଇ ଅନୁମତି ଦେଇ ସାରିଛନ୍ତି । ଏହା ବିସ୍ଫୋରଣ ହେଲେ ୪୪ ଟନ ଟିଏନଟିର ଶକ୍ତି ଯୋଗାଡ କରିବ । ଏହା…