ଦୀର୍ଘ ଦିନ ପରେ ଅଲଗା ହେଲେ ଆଇପିଏଲର ଏହି ଚର୍ଚ୍ଚିତ ଯୋଡି
ମୁମ୍ବାଇ: ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏଥର ନିଲାମରେ ପ୍ରଥମ ଥର ଦୀର୍ଘ ଦିନ ଧରି ଏକାଠି ଖେଳି ଆସିଥିବା ଚର୍ଚ୍ଚିତ ଯୋଡି ପରସ୍ପରଠାରୁ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ...
ଧୋନୀ-ରାଇନା: ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ଓ…