Latest Odisha News

BREAKING NEWS

ଆସନ୍ତାକାଲି ଲଞ୍ଚ ହେବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ଲଞ୍ଚ ହେବ PSLV-C52 । ଭାଲେଣ୍ଟାଇନ ଡେ ଅବସରରେ ଏହି ଡିଜିଟାଲ ମିଶନ ଆରମ୍ଭ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହେବ । ଉତକ୍ଷେପଣ ଲାଗି ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ୍ ବା…

ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ସହ ଉତ୍ତରାଖଣ୍ଡ ଓ ଗୋଆରେ ହେବ ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ,…

ବିଧାୟକଙ୍କୁ ହତ୍ୟା ଧମକ, ନିଜ ରକ୍ଷା ପାଇଁ ପୋଲିସକୁ ଲେଖିଲେ ଚିଠି

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ବିଧାୟକ ଶୌକତ ମୌଲାଙ୍କୁ କିଛି ଲୋକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବିଧାୟକ ମୌଲା ନିଜ ପାଇଁ ସୁରକ୍ଷା ଦାବି କରି ଜିବନ୍ତଲା ପୋଲିସକୁ ଏକ ଚିଠି ଲେଖିଛନ୍ତି । ତାଙ୍କୁ ଯେ କୌଣସି ସମୟରେ ହତ୍ୟା କରାଯାଇପାରେ ବୋଲି କହିଛନ୍ତି ।…

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ…

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା…

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି ଗୋଟିଏ ସମୟରେ ମୁର୍ମୂଷୁ ହୋଇ ପଡିଥିବା ରେଡିଓ ଦେହରେ ଏବେ ନୂତନ ପ୍ରାଣ ସଞ୍ଚାର ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କୀ ବାତ୍" କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ…

ରୁଷ ସୀମାରେ ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ

ମସ୍କୋ: ୟୁକ୍ରେନ ବିବାଦ ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି କହିଲେ ଭୁଲ ହେବନି । ଏହା ମଧ୍ୟରେ ରବିବାର ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହଜ ରୁଷ ସୀମାରେ ନିୟୋଜିତ ହୋଇଛି । ଏହା ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ରୁଷ ଅଭିଯୋଗ କରିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ…

[ଦେଖନ୍ତୁ ଭିଡିଓ] ବେଳାଭୂମିରେ ବାଲୁକା କଳାରେ ବିଶ୍ୱ ରେଡ଼ିଓ ଦିବସ

ପୁରୀ: ବିଶ୍ୱ ରେଡ଼ିଓ ଦିବସ । ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି । ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ…