Latest Odisha News

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ। ଚହଲ ଓ ଧନଶ୍ରୀ ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍…

କାହିଁକି ‘ସନ୍ ଡେ ଇଜ୍ ଏ ହୋଲି ଡେ’ ? କଣ ରହିଛି ଏହା ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: କାହିଁକି ରବିବାର ଦିନକୁ ଛୁଟିଦିନରେ ଗଣାଯାଏ? ସାଧାରଣତଃ ରବିବାର ଦିନଟିକୁ ଲୋକେ ନିଜ ଘରେ ବସି ଆରାମ କରିବାକୁ ପସନ୍ଦ କରନ୍ତି। ତେବେ ଏହା ସମ୍ଭବ ହୋଇପାରିଛି ଅନେକ ଲୋକଙ୍କ କଠିନ ସଂଘର୍ଷ ଫଳରେ। ତେବେ ରବିବାର ଦିନକୁ ସାପ୍ତାହିକ ଛୁଟି କରିବାର ସମସ୍ତ ଶ୍ରେୟ ମେଘାଜୀ…

ବିଶ୍ବର ସର୍ବପ୍ରଥମ ସାହିତ୍ୟିକ ଏନ୍ ହେଡୁଆନା; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ପ୍ରାଚୀନ ମେ‌ସପୋଟାମିଆ ସଭ୍ୟତା ସମୟର ରାଜକନ୍ୟା ଏନ୍‌ହେଡୁଆନା ହେଉଛନ୍ତି ବିଶ୍ବର ସର୍ବପ୍ରଥମ କବୀ ଓ ଲେଖିକା। ଖ୍ରୀଷ୍ଟପୂର୍ବ ତ୍ରୟୋବିଂଶ ଶତାବ୍ଦୀ କାଳର ସମ୍ରାଟ ସାର୍ଗନ ଅଫ୍ ଅକ୍କାଡ୍ ଙ୍କ କନ୍ୟା ରୂପେ ଏନ୍ ହେଡୁଆନା ଜନ୍ମ ନେଇଥିଲେ। ସେହି ସମୟରେ ଦେବାଦେବୀଙ୍କ ‌ଆରାଧନା ପାଇଁ ସେ…

ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତିଙ୍କ କ୍ୟାନ୍ସରରେ ମୃତ୍ୟୁ

ନୂଆଦିଲ୍ଲୀ: ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଟିମୋଥି ରେ ବ୍ରାଉନ୍‌ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ବ୍ରାଉନ୍ ଙ୍କୁ ୫୪ ବର୍ଷ ‌ବୟସ ହୋଇଥିଲା। ତାଙ୍କୁ ‘ବର୍ଲିନ୍ ପେସେଣ୍ଟ’ ମଧ୍ୟ କୁହାଯାଉଥିଲା। ଏ ନେଇ ବ୍ରାଉନ୍ ଙ୍କ ସାଥୀ…

ଏଣିକି ବସ୍ ରେ କରିପାରିବେ ଋଷିକେଶରୁ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ: ଏଣିକି ଯାତ୍ରୀମାନେ ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା କରିପାରିବେ। ୨୦୨୧ ଜୁନ୍ ମାସରୁ ଏକ ବସ୍ ଋଷିକେଶରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ୨୦ଟି ଦେଶ ଦେଇ ଯିବ ଏହି ବସ୍। ଏଥିରେ ଯାତ୍ରୀଙ୍କୁ ଜଣଙ୍କ ପିଛା ଭଡା ବାବଦକୁ ୧୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହି ବସ୍…

ଆମାଜନ୍ ପକ୍ଷରୁ ୧ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ

ବେଙ୍ଗାଲୁରୁ: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନି ଆମାଜନ୍ ପକ୍ଷରୁ ଏକ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନି ଏହା ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଶୀଘ୍ର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରିବ। ସାମଗ୍ରୀ ପ୍ୟାକ୍ କରିବା, ଉଠାଇବା ଏବଂ ଏହାକୁ ସୁରକ୍ଷିତ…

ତ୍ବଚାର ରଙ୍ଗକୁ ନେଇ ଟ୍ରୋଲ୍ କରୁଥିବା ବ୍ୟକ୍ତିଙ୍କୁ ସୁହାନା ଖାନ୍ ଙ୍କ କଡ଼ା ଜବାବ୍; କହିଲେ ଏହା ଅତ୍ୟନ୍ତ ନିନ୍ଦନୀୟ।

ମୁମ୍ବାଇ: ତ୍ବଚାର ବର୍ଣ୍ଣକୁ ନେଇ ଭେଦଭାବ କରୁଥିବା ଟ୍ରୋଲର ଙ୍କୁ ଶାହାରୁଖ୍ ତନୟା ସୁହାନା କଡ଼ା ଜବାବ୍ ଦେଇଛନ୍ତି। ସୁହାନା ନିଜ ଇନଷ୍ଟାଗ୍ରାମ୍ ରେ ଫଟୋ ଅପ୍ ଲୋଡ୍ କରିବା ପରେ ତାଙ୍କ ତ୍ବଚାର ରଙ୍ଗକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଅସୁନ୍ଦରୀ ଓ କାଳି ବୋଲି କହି ଟ୍ରୋଲ୍ କରିଥିଲେ।…

ଆଜି ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ

୧୯୯୧ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଦିନକୁ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଭାବେ ପାଳନ କରାଯାଉଛି। ୧୪ ଡିସେମ୍ବର ୧୯୯୦ରେ ଏଥି ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ବରିଷ୍ଠ ନାଗରିକଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଛି। ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ…

କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍‌’ କୁହାଯାଉଛି ।…

ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍‌; ୧ରୁ ଆରମ୍ଭ ପବ୍ଲିକ୍ ହଲିଡେ ସେଲ୍ ।

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍ । ଏ ନେଇ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି । ଏହା ଅକ୍‌ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଚାରିଦିନ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର୍ । ଏହି ଚାରିଦିନିଆ ସପିଙ୍ଗ୍…