ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍ଲିମ୍ ମହିଳା
କୁହାଯାଏ, ଯିଏ ଈଶ୍ୱର ସିଏ ଆଲ୍ଲା, ସିଏ ହିଁ ପ୍ରଭୁ ଯିଶୁ । କେବଳ ନିଜ ମନର ଆଧାରରେ ମଣିଷ ତାକୁ ଭାଗ ଭାଗ କରେ । ଅର୍ଥାତ୍ ସବୁ ଧର୍ମର ମୂଳମନ୍ତ୍ର ଏକ । ଭାଇଚାରାର ଦେଶ ଭାରତରେ ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରିଥାନ୍ତି । ଏହି ଧାରାକୁ ପ୍ରମାଣିତ କରିଛନ୍ତି ଜଣେ…