ଅତିଷ୍ଠ କଲା ଘର ଭଡ଼ା : ଜଙ୍ଗଲ ଗୁମ୍ଫାରେ ୧୬ ବର୍ଷ ବିତାଇଲେ ଜୀବନ
ଜୀବନ ଜିଇଁବା ପାଇଁ ଅର୍ଥର ନିହାତି ଆବଶ୍ୟକତା ଅଛି । ଏଥିପାଇଁ ନିଜେ ଚଳିବା ଓ ପରିବାର ଆବଶ୍ୟକତା ପୂରଣ ପାଇଁ ଲୋକେ ରୋଜଗାର କରିଥାନ୍ତି । ଏଥିପାଇଁ ଅନେକ ସମୟରେ ସହରକୁ ଚାଲି ଆସନ୍ତି ଲୋକେ । କିନ୍ତୁ ରୋଜଗାର ବା ଆୟ ତୁଳନାରେ ଯଦି ଘରଭଡ଼ା ଅଧିକ ହୁଏ ତେବେ କଥା ସରିଲା । କାରଣ ଯେଉଁ…