Latest Odisha News

BREAKING NEWS

ବେସବଲ୍ ଷ୍ଟିକରେ କୁକୁରକୁ ପିଟି ପିଟି ମାରିବା ଘଟଣାରେ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଷ୍ଠୁରତାର ସୀମା ପାର୍ କରିଦେଲେ  । ଏକ ଗର୍ଭବତୀ କୁକୁରକୁ ପିଟି ପିଟି ହତ୍ୟା କରିଦେଲେ କିଛି ଛାତ୍ର । ଦିଲ୍ଲୀର ଓଖଲାସ୍ଥିତ ଡନ୍ ବୋସ୍କୋ ଟେକ୍ନିକାଲ ଇନଷ୍ଟିଚ୍ୟୁଟର କିଛି ଛାତ୍ରମାନେ ଏକ ଗର୍ଭବତୀ କୁକୁରକୁ  ବାଡେଇ ବାଡେଇ ମାରିଦେଇଥିବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ…

୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ…

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ, ୫ ଟ୍ରେନର ରହଣୀ ବାତିଲ୍

ଯାଜପୁର : ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଯାଜପୁର କୋରେଇ ରେଳଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ଷ୍ଟେସନର ଉଭୟ ଦିଗରୁ ଟ୍ରେନ ଯାତାୟତ କରିପାରୁଛି । ତେବେ ଏଠାରେ ଟ୍ରେନର ବେଗକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଷ୍ଟେସନ ମରାମତି କାର୍ଯ୍ୟ ଏବେ ବି ଜାରି…

ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ଚନ୍ଦ୍ରପୃଷ୍ଠ ନିକଟତର ହେଲା ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’

ନୂଆଦିଲ୍ଲୀ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଚନ୍ଦ୍ର ନିକଟ ଦେଇ ଗତି କରିଛି । ଗତକାଲି ଚନ୍ଦ୍ର ଅକ୍ଷ ଚାରିପାଖେ ବୁଲୁ ବୁଲୁ ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ପହଞ୍ଚିପାରିଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ ଓ ବାହାରିବା…

ସର୍ବସାଧାରଣଙ୍କ ପାଇଁ ୧ରୁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଡିସେମ୍ୱର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହକୁ ୫ ଦିନ ରାଷ୍ଟ୍ରପତି ଭବନକୁ ପ୍ରବେଶ ସୁବିଧା ମିଳିବ । ସୋମବାର ଓ ମଙ୍ଗଳବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସର୍ବସାଧାରଣଙ୍କ ଭ୍ରମଣ ପାଇଁ ରାଷ୍ଟ୍ରପତି ଭବନକୁ ପ୍ରବେଶ ମିଳିବ । ପୂର୍ବାହ୍ନ…

ଦେଶର ଆର୍ଥିକ ସ୍ଥିତି ଅନ୍ୟ ରାଷ୍ଟ୍ର ତୁଳନାରେ ଭଲ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୧ତାରିଖରେ ସଂସଦରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବା ସାଧାରଣ ବଜେଟ୍ । ଗତକାଲିଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପ୍ରାକ୍ ବଜେଟ୍ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଦେଶର ଅର୍ଥନୀତି ସୁଦୃଢ…

ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା ପୋର୍ଟାଲ’ରେ ଟୀକାକରଣ ଫର୍ମ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନର ଯାତ୍ରୀମାନଙ୍କ ପାଇଁ କୋଭିଡ ନିୟମ କୋହଳ ହେଲା । କୋଭିଡ ପାଇଁ ନିୟମ ଜାରି କରିଥିଲା ଭାରତ । ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀ ତଥା ବିଦେଶ ଫେରନ୍ତାଙ୍କୁ ଦେବାକୁ ପଡୁଥିଲା କୋଭିଡ ଟୀକାକରଣର ସେଲ୍ଫ୍ ଡିକ୍ଲାରେସନ୍ ଫର୍ମ । ଏୟାର ସୁବିଧା ପୋର୍ଟାଲରେ ଏହି…

ଆପ୍ ବିରୁଦ୍ଧରେ ଘୋଡ଼ା ବେପାର ଅଭିଯୋଗ, ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଆଗକୁ ରହିଛି ନଗର ନିଗମ ନିର୍ବାଚନ । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗୀତା । ଆପ୍ ବିରୁଦ୍ଧରେ ବିଜେପି ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଜେପିର ଅଭିଯୋଗ ଦଳୀୟ ଟିକେଟ୍ ବିକୁଛି ଆପ୍ । ଗତକାଲିଠୁ ଦିଲ୍ଲୀ ରାଜନୀତି ଖୁବ ସରଗରମ ରହିଛି ।…

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ବିରୋଧ କଲା ପରଜଙ୍ଗ ବିଜେପି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । କୌଣସି ସରପଞ୍ଚଙ୍କୁ ନଜଣାଇ ବିଧାୟକ ପଟ୍ଟା ବଣ୍ଟନ କରୁଛନ୍ତି । ଏପରିକି ଯେଉଁ ପଞ୍ଚାୟତର ସେ ପଟ୍ଟା ବଣ୍ଟନ…

ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

କୋରେଇ: କୋରେଇ ରେଳ ଦୁର୍ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗସ୍ତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ  ତଦନ୍ତ କରି ସେ କହିଛନ୍ତିଯେ, ସନ୍ଧ୍ୟା ସୁଦ୍ଧା ଗୋଟିଏ ଲାଇନକୁ ସଫା କରିଦିଆଯିବ । ମୃତାହତମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ଅନୁକମ୍ପା ରାଶି ମିଳିବ । ରେଲଓ୍ୱେ ପକ୍ଷରୁ…