Latest Odisha News

BREAKING NEWS

Browsing Category

କଟକ

Cuttack

[ଦେଖନ୍ତୁ ଭିଡିଓ] ମଇଦାନରେ ଶହଶହ ସମର୍ଥକଙ୍କ ଗହଣରେ ହେଭିୱେଟଙ୍କ ପ୍ରଚାର

କଟକ : ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷିତ। ଚକୁଳିଆ ପଣ୍ଡା ବେଶରେ ବୁଲୁଛନ୍ତି ଦ୍ୱାର ଦ୍ୱାର । ଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ । ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ…

ଜୁଏଲାରୀରୁ ଡକାୟତି ଉଦ୍ୟମ ପଣ୍ଡ ,୩ ହାର୍ଡକୋର ଡକାୟତ ଗିରଫ

କଟକ : କଟକ ମର୍କତନଗର ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବାବେଳେ ତିନି ଜଣ ହାର୍ଡକୋର ଡକାୟତଙ୍କୁ ଗିରଫ କରିଛି ପୋଲିସ ।ଏହି ଡକାୟତ ଗ୍ୟାଙ୍ଗ ଏକ ଜୁଏଲାରୀ ସୋରୁମରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ।ଆଉ ତିନି ଜଣ ଡାକୟତ ଫେରାର ହୋଇଯାଇଛନ୍ତି ।ପୋଲିସ…

ବେଆଇନ ଗୋରୁ ଚାଲାଣ; ୫୦ ଗୋରୁ ଉଦ୍ଧାର, ୪ ଗିରଫ

ମାହାଙ୍ଗା : ବେଆଇନ ଗୋଚାଲଣ କରିବା ମହଙ୍ଗା ପଡିଲା । ଗୁରୁବାର ବିଳମ୍ବିତ ରାତିରେ ମାହାଙ୍ଗା ବାଲିଚନ୍ଦ୍ରପୁର ନଳିପୁର ଜାତୀୟ ରାଜପଥ ନିକଟରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ବେଆଇନ ଗୋ ଚାଲାଣ ମାମଲାରେ ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଉଦ୍ଧାର ହୋଇଥିବା ଗୋରୁଙ୍କୁ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ…

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ । ଶ୍ରୀତମ ଦାସ…

ଶ୍ରୀତମ ଦାସ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ

କଟକ: ପୌର ଭୋଟ ପାଇଁ ରାଜନୀତି ତେଜିଛି । ଭୁବନେଶ୍ୱର ପରେ କଟକ ମହାନଗର ନିଗମ ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତାଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି…

[ଭିଡିଓ] କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ , ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫରମର

କଟକ : କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ । ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ୍ ସମ୍ମୁଖରେ ଏକ ଇଲେକ୍ଟ୍ରି ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରାନ୍ସଫର୍ମରଟି ହଠାତ୍ ହୁତୁ ହୁତ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ…

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର…

[ଭିଡିଓ] ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ,୩ ଅଭିଯୁକ୍ତ ଗିରଫ

କଟକ : କଟକରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଆଜି ଲୁଟପାଟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କଟକ ଚୌଦ୍ୱାର ଥାନା ପୋଲିସ । ଏହ ଲୁଟେରା ମାନଙ୍କ ଠାରୁ ପୋଲିସ ୨୨ ଟି ସୁନା ଚେନକୁ ଜବତ କରିଛି ପୋଲିସ । ମହିଳା ମାନଙ୍କୁ ଟାର୍ଗଟ କରି ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ । ତା ସହ ପୋଲିସ ଆଖିରପେ…

[ଦେଖନ୍ତୁ ଭିଡିଓ] CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା

କଟକ: କଟକ ମହାନଗର ନିଗମ ପାଇଁ କଂଗ୍ରେସ ଏହାର ମେୟର ପ୍ରାର୍ଥୀ ଘୋଷଣା କରିଛି | ପୌର ନିର୍ବାଚନ ନେଇ ଆଜି କଂଗ୍ରେସ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାମ କଂଗ୍ରେସ ଚୂଡାନ୍ତ କରିଥିବାବେଳେ ୨ ଦିନ ଭିତରେ ଭୁବନେଶ୍ୱର ପାଇଁ ତାଲିକା…