Latest Odisha News

BREAKING NEWS

Browsing Category

ସହର

City

ଆଜିଠାରୁ ପାଗରେ ପରିବର୍ତ୍ତନ, ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଖରାର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ, ସକାଳ ୮.୩୦ ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଏହା ଭିତରେ ଏକ ଆଶ୍ବସ୍ତି କଲାଭଳି ଖବର ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆଜି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର: କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ମେ' ୬ ତାରିଖ ଅର୍ଥାତ୍ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଏନେଇ ରବିବାର ସିଆଇଏସସିଇ ପକ୍ଷରୁ ସୂଚନା ରହିଛି ।…

ସହଜ ନୁହେଁ ସାନଖେମୁଣ୍ଡି

ଭୁବନେଶ୍ବର : ସାନଖେମୁଣ୍ଡିରେ ସରିଛି ସମରସଜ୍ଜା । ଗୋଟେପଟେ କଂଗ୍ରେସ ହେଭିଓ୍ବେଟ୍ ରମେଶ ଜେନା ତ ଅନ୍ୟପଟେ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ । କ୍ୟାମ୍ପେନିଂରେ କମ୍ପୁଛି ଗାଁ, ରୁଦ୍ଧଦ୍ବାର ବୈଠକରେ ପ୍ରସ୍ତୁତ ଚାଲିଛି ବିଜୟ ବ୍ଲୁପ୍ରିଣ୍ଟ । ଭାବିଚିନ୍ତି ଗୋଟି ଚଳାଉଛନ୍ତି…

ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ହୋଟେଲ ମେ ଫେୟାରରେ ପହଞ୍ଚିଛନ୍ତି ନଡ୍ଡା । ଆଜି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ ନଡ୍ଡା । ଏଥିସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ…

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ଵର: ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିସନରଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର ନକଲ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି…

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି

ଭୁବନେଶ୍ଵର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଯାହା ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସ୍ପଷ୍ଟ ଜଣାପଡୁଛି । ଶ୍ରୀମନ୍ଦିର ପରିକ୍ରମା…

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା

ଭୁବନେଶ୍ଵର: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨ ନେତା । କେନ୍ଦୁଝର ସଂସଦୀୟ କ୍ଷେତ୍ରର ମୋହନ ହେମ୍ବ୍ରମ, କୈଳାସ ମହନ୍ତ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ । କୁଡୁମୀ ସେନା ଜିଲ୍ଲା ସଭାପତି…

ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ଛିଣ୍ଡୁନି କଂଗ୍ରେସର ପାର୍ଥୀ ଚୟନ ଅଙ୍କ । ଥର କୁ ଥର ପାର୍ଥୀ ବଦଳାଉଛି କଂଗ୍ରେସ । ବର୍ତ୍ତମାନ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଜଳେଶ୍ଵର, ବରୀ, ଆଠମଲ୍ଲିକ, ଆଠଗଡ ଏବଂ ପୁରୀରେ ପ୍ରାର୍ଥୀ ବଦଳିଛି କଂଗ୍ରେସ । ଜଳେଶ୍ଵରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ…

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ଆଜି ତଥା ରବିବାର ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାତି ସାଢେ ୯ ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ ।ଭୁବନେଶ୍ୱରରେ ପହଞ୍ଚିବା ପରେ ମୋଦୀଙ୍କୁ ବିଜେପି ପକ୍ଷରୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱରରେ…

ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା

ଭୁବନେଶ୍ୱର: ଭୋଟ୍ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର । ପ୍ରତିଟି ଭୋଟ୍ ମୂଲ୍ୟବାନ ଅଟେ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତାମାନେ ଭୋଟ୍ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ…