Latest Odisha News

BREAKING NEWS

Browsing Category

ସହର

City

ବିଜେଡି-ବିଜେପି ହୋଇପାରେ ମେଣ୍ଟ, ୧୫ ବର୍ଷ ପରେ ଏକାଠି ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ହୋଇପାରେ କି ମହାମେଣ୍ଟ । ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି । ଏବେ ଏମିତି କିଛି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଉଭୟ ଦଳ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଏହି ଚର୍ଚ୍ଚା ସତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ୩ ଦିନ ତଳେ…

ଟିକେଟ୍ କସରତ, ଅପରାହ୍ଣରେ ନବୀନ ଡାକିଲେ ବୈଠକ

ଭୁବନେଶ୍ବର: ଅପରାହ୍ନରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ୩ଟା ସମୟରେ ନବୀନ ନିବାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଅଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ଆସନ୍ତା ୨୦୨୪ ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଏହି ବୈଠକରେ…

ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ…

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ…

ଏଲିନିନୋ ଦୁର୍ବଳ ସତ୍ତ୍ବେ ୩ ମାସ ପ୍ରବଳ ଖରା ହେବ, ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ ବଢିଲାଣି ଖରାର ପ୍ରକୋପ । ଆଗାମୀ ୩ ମାସ ଅର୍ଥାତ୍ ମାର୍ଚ୍ଚ, ଏପ୍ରିଲ, ମେ' ରେ ପ୍ରଚଣ୍ଡ ରୌଦ୍ରତାପ ହେବ । ଏଲନିନୋ ଦୁର୍ବଳ ଥିବା ସତ୍ୱେ ତାପମାତ୍ରା ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ' ମାସ ମଧ୍ୟରେ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକ ଠାରୁ ଅଧିକ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ । ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ମୋଦୀ । ମୋଦୀଙ୍କ ସରକାରକୁ ୧୦ ବର୍ଷ,…

୧୪୮ କେଜି ଗଞ୍ଜେଇ ଜବତ, ୩ ଗିରଫ

ଭୁବନେଶ୍ବର: ବିହାରରେ ମଦ ବ୍ୟାନ୍ ପରେ ବିହାରୀଙ୍କ ପସନ୍ଦ ପାଲଟିଛି ଓଡ଼ିଶା ଗଞ୍ଜେଇ । ବିହାରରେ ବଢ଼ିଛି ଗଞ୍ଜେଇ ଚାହିଦା । ଭୁବନେଶ୍ବରରୁ ଧରାହେଲା ୧୪୮ କେଜି ଗଞ୍ଜେଇ ଭର୍ତ୍ତି ଟ୍ରକ୍ । ବ୍ୟାଟେରୀ ଚାଲାଣ ଗାଡ଼ି ଭିତରୁ ଏହାକୁ ଜବତ କରିଛି ଏସଟିଏଫ। ଗଞ୍ଜେଇ ଚୋରା ଚାଲାଣକାରି ବିହାରକୁ…

ପାଣିପାଗରେ ପରିବର୍ତ୍ତନ; ଆସନ୍ତା ୭ ଓ ୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ମୁକ୍ତି ମିଳିଛି । ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ନବୀନ ନିବାସରେ ବିରଞ୍ଚି, ଅମେରଶ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼ ଲାଗୁଛି । ନିଜ ନିଜ ସମର୍ଥକଙ୍କ ସହ ଆସି ଟିକଟ ଲବି ପାଇଁ ଭିଡ ଜମାଉଛନ୍ତି ନେତା । ଆଜି ପୁଣି ଥରେ ଭୁବନେଶ୍ବର ଏକାମ୍ର ଏବଂ ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ପାଇଁ ନବୀନ ନିବାସରେ ଜମିଛି ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ନବୀନ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା…