Latest Odisha News

BREAKING NEWS

Browsing Category

ସହର

City

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ…

୪୧ କେଜିରୁ ଅଧିକ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ଚୋରା ଚାଲାଣ ବେଳେ କମିଶନରେଟ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସୋମବାର ୪୧ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ଓସ୍କାର ସିଟି ରାସ୍ତାରେ ଏକ କାରକୁ ଅଟକାଇ ଭିତରୁ ୪୧ କେଜି ଓଜନର ଗଞ୍ଜେଇ ଜବତ କରିଥିଲା।…

ଭଦ୍ରକରେ ଚାଞ୍ଚଲ୍ୟ: ୧୦ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା

ଭଦ୍ରକ: ସ୍ତ୍ରୀକୁ ହତ୍ୟା କରିବା ପରେ ୧ହ ବର୍ଷ ହେବ ଫେରାର ଥିଲା ଅଭିଯୁକ୍ତ  । ଆଉ ଏବେ ବାନ୍ଧିଲା ପୋଲିସ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁସ୍ତାଫାରୁର ଗାଁରେ  । ଅଭିଯୁକ୍ତ ଜଣକ ସେକ୍ ଚାନ୍ଦ ବାବୁ ବୋଲି ଜଣାପଡିଛି । ପୋଲିସ ଆଜି ସେକ୍ କୁ ଗିରଫ କରି କୋର୍ଟ…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

୭୮@ ନବୀନ: ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ଵର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ…

ହୃଦଘାତରେ ପ୍ରାଣ ହରାଇଲେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର

ଭୁବନେଶ୍ଵର: ହୃଦଘାତରେ ଚାଲିଗଲା ପ୍ରଫେସରଙ୍କ ଜୀବନ । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଇତିହାସ ପ୍ରଫେସର ନିହାରକାନ୍ତ କବିଙ୍କର ଆଜି ସକାଳୁ ସକାଳୁ ହୃଦଖାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ୧୯୪୧ ମସିହା ମେ ମାସ ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାର…

ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗାନ୍ଧୀନଗରର ଅଶୋକ ବେହେରା (ଲଣ୍ଡା), ନୟାଗଡ଼…

ମାଟିରେ ମିଶିଲା ମହିମା ମଠ, ଶିଖରଚଣ୍ଡି ପାହାଡରେ ବେଆଇନ ଉଚ୍ଛେଦ

ଭୁବନେଶ୍ଵର: ମାଟିରେ ମିଶିଲା ଶିଖରଚଣ୍ଡି ପାହାଡ ପାଦରେ ଥିବା ମହିମା ମଠ । ମହିମା ମଠ ଆଶ୍ରମକୁ ଆଜି ଭାଙ୍ଗିଛି ବିଡିଏ । ଜବରଦଖଲ କରି ବେଆଇନ ଭାବରେ ପ୍ରାୟ ଦୀର୍ଘଦିନ ଧରି ଏହି ଆଶ୍ରମଜୁ ଗଢି ତୋଳିଥିଲେ ଏହି ଆଶ୍ରମରେ ଥିବା ଜଣେ ବାବା । ପ୍ରାୟ ଦୁଇ ଏକର ଜମିରେ ପରିବ୍ୟାପ୍ତ ଥିଲା ଏହି ମଠ ।…

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ଜାଣନ୍ତୁ କାହିଁକି

ଭୁବନେଶ୍ଵର: ବିଜେବି ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ୨୦୨୨…

ଏଥର ୮ ଦିନ ପାଇଁ ବାଲିଯାତ୍ରା, ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ହେବ ଯାତ୍ରାର ମୁଖ୍ୟ ଆକର୍ଷଣ

କଟକ: କଟକର ଐତିହାସିକ ବାଲିଯାତ୍ରା ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ, ସିଏମସି ଏବଂ ସହରର…