Latest Odisha News

BREAKING NEWS

Browsing Category

ସହର

City

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଏପରି କହିଛି ବିଜେପି। ଏହାପରେ ଗୁରୁବାର ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି। ଆଉ ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧୀ। ଭୁବନେଶ୍ୱରରେ ବିଜେପି…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ଏଣିକି ଶୁକ୍ରବାର ଖଦି, ଶନିବାର ବିଦ୍ୟୁତ୍‌ ଗାଡ଼ି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କ୍ୟାମ୍ପସରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଶୁକ୍ରବାର ଖଦି ପୋଷାକ ଏବଂ ଶନିବାର ବିଦ୍ୟୁତ୍‌ ଚାଳିତ ଗାଡ଼ି ଧରି କ୍ୟାମ୍ପସକୁ ଆସିବେ। କ୍ୟାମ୍ପସକୁ…

ବ୍ରହ୍ମପୁରରେ ପୁଣି କ୍ରାଇମ୍‌‌ ବ୍ରାଞ୍ଚ

ବ୍ରହ୍ମପୁର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ଘରେ ପୁଣି ଥରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚ। ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ୱରଖଣ୍ଡିସ୍ଥିତ ପୈତୃକ ଘରେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିଛି କ୍ରାଇମ୍‌‌ ବ୍ରାଞ୍ଚର…

ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପାଇଲା ନୂଆ ଅଫିସ। ରାଜଧାନୀ ସ୍ଥିତ ସତ୍ୟନଗର ଅଞ୍ଚଳରେ ଥିବା ପ୍ରତିଷ୍ଠିତ BMC-ICOMC ବିଲ୍ଡିଂକୁ ସ୍ଥାନାନ୍ତରିତ ହୋଇଛି ନୂଆ ଅଫିସ। ଏହି 12 ମହଲା କୋଠାର 5ମ ମହଲାରେ ବିଏମସି ଅଫିସ ରହିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ…

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା…

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ଯୁବଙ୍କୁ ହତ୍ୟା ପରେ ପୋଡ଼ିଥିଲେ; କଙ୍କାଳ, ପାଉଁଶ ଜବତ କଲା ପୋଲିସ

ବ୍ରହ୍ମପୁର:ଗଞ୍ଜାମ ଜିଲା ବଡ଼ଗଡ଼଼ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବକଙ୍କୁ ହ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଓ ପାଉଁଶ ଜବତ କରିଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା…

ମଦ ପିଇ ଡ୍ରେନରେ ପଡ଼ିଗଲେ, ଚାଲିଗଲା ଜୀବନ

ବ୍ରହ୍ମପୁର: ମଦ୍ୟପାନ କରି ଡ୍ରେନରେ ପଡ଼ିଗଲା ପରେ ଯୁବକଙ୍କ ଜୀବନ ଚାଲିଗଲା। ବ୍ରହ୍ମପୁର ସହର ବିଜିପୁର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବିଜିପୁର ଶୌଚାଳୟ କଡ଼ ନାଳରେ ଗୋଟିଏ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଅଞ୍ଚଳବାସୀ ବ୍ରହ୍ମପୁର…

ସ୍କୁଟିକୁ ଧକ୍କା ଦେଲା କାର୍‌‌;ମା’,ପୁଅ ମୃତ

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡ଼ିକାଲର ମୁଖ୍ୟ ଫାଟକ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ସ୍କୁଟିକୁ କାର୍‌‌ ଧକ୍କା ଦେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମା’ ସୀତା ଆମ୍ମା(୭୦) ଏବଂ ପୁଅ ରାମଚନ୍ଦ୍ର ପାତ୍ର(୪୫)। ଉଭୟଙ୍କ ଘର ଆଙ୍କିଲି ଉମା ନଗର ସାହିରେ। ବୁଧବାର…

ପୂର୍ବତନ ଏଏସ୍‌ଆଇ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ ବ୍ରାଞ୍ଚ

ବ୍ରହ୍ମପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ପୂର୍ବତନ ଏଏସଆଇ ଗୋପାଳ କୃଷ୍ଣ ଦାଶଙ୍କ ପରିବାର ବର୍ଗଙ୍କୁ ପଚରାଉଚରା କରିଛି କ୍ରାଇମ୍‌ ବ୍ରାଞ୍ଚ। ମଙ୍ଗଳବାର ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଦଳ ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡିସ୍ଥିତ…