Latest Odisha News

BREAKING NEWS

Browsing Category

ସହର

City

ଗଞ୍ଜାମର ସୁରକ୍ଷା କବଚ ‘ସ୍ୱୟଂସିଦ୍ଧା’

ବ୍ରହ୍ମପୁର:ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲା ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ଭୟ ସବୁବେଳେ ରହିଥାଏ । ପ୍ରାୟତଃ ସବୁ ବର୍ଷ ସାମୁଦ୍ରିକ ଝଡ଼ ଏହି ଜିଲାକୁ କ୍ଷତିଗ୍ରସ୍ତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲାରେ ବାତ୍ୟା ମୁକାବିଲା ଦିଗରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।…

ଆଇଆରବି ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଥିବା ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀଗୁଡ଼ିକ…

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ବିଧାୟକମାନଙ୍କୁ ନବୀନଙ୍କ ଅପିଲ

 ଭୁବନେଶ୍ୱର :  ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନବୀନଙ୍କ ସମର୍ଥନ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସବୁ ବିଧାୟକମାନଙ୍କୁ ନବୀନ କଲେ ଅପିଲ । ଟୁଇଟ୍ ଜରିଆରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନଙ୍କୁ…

[ଦେଖନ୍ତୁ ଭିଡିଓ] ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟରୁ କେବେ ଉଠିବ ପରଦା ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ…

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା…

[ଦେଖନ୍ତୁ ଭିଡିଓ] ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି

ଜଗତସିଂହପୁର : ଶେଷରେ ଭଗବାନଙ୍କ ମନ୍ଦିରକୁ ବି ଛାଡିଲେନି ଦୁର୍ବୃତ୍ତା   ସବୁଠୁ ବଡ଼ ଶୈବପୀଠରୁ ଶେଷରେ ଚୋରି କରିଛନ୍ତି। ଜଗତସିଂହପୁରର ପ୍ରସିଦ୍ଧ ଶୈବପୀଠ ବାବା ଗୋରେଖନାଥଙ୍କ ପୀଠରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି…

ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା: ଜନଜୀବନ ପ୍ରଭାବିତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ବଡ଼ ପଥର ଖଣ୍ଡ ଖସିବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଫସି ରହିଥିଲେ। ରିଆସୀ ଜିଲ୍ଲାରେ ବନ୍ୟାଜଳରେ ଭାସି…

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ :୨୮୦ ମୃତ

କାବୁଲ : ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାକ୍ଟିକା ପ୍ରଦେଶର ୪ଟି ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା।…

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ସନ୍ତୋଷଙ୍କୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଦିନକୁ ଦିନ ରହସ୍ୟମୟ ହୋଇପଡ଼ୁଛି ମୃତ୍ୟୁ ମାମଲା । ଖାସ୍ କରି ପୁରୁଷ ବନ୍ଧୁ ସନ୍ତୋଷକୁ ନେଇ ବଢୁଛି ସନ୍ଦେହ । ଅଭିନେତ୍ରୀଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବାବେଳେ ସନ୍ତୋଷ ଚୁପ୍ ରହିବା ନେଇ ବଢୁଛି ସସପେନ୍ସ…

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ,…