Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ଫେଲ୍ ମାରିଛି ସ୍କୁଲ ଉନ୍ନତିକରଣ: ରୂପାନ୍ତରୀକରଣ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା

ଯାଜପୁର : ୨୦୨୧ ମସିହା ନଭେମ୍ବର ୨୯ । ଏହି ଦିନ ଯାଜପୁର ଜିଲାର ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରହିଥିଲା ବିଂଝାରପୁରର ବ୍ରଜ ସୁନ୍ଦର ହାଇସ୍କୁଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସ୍କୁଲକୁ ରଂଗ ଦେବା…

ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା

ଭୁବନେଶ୍ବର: ଜୁନ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…

ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ : ବିଷାକ୍ତ ସାପ ଦଂଶନ ସନ୍ଦେହ

ଭୁବନେଶ୍ବର :  କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ…

ନିଶା କାରବାର ପାଇଁ ଆପଣାଇଥିଲେ ନକଲି ବେଶ, ଏସଟିଏଫ ପଞ୍ଝାରେ ଦୁଇ ବେପାରୀ

ଭୁବନେଶ୍ୱର: ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ବେଶ ବଦଳାଇ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀସ୍ଥିତ ବରମୁଣ୍ଡାରେ ଏହି ବେଆଇନ କାରବାର କରୁଥିବାର ଖବର ପାଇ ଏସଟିଏଫ୍ ରେଡ୍ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କପିଲ ଦେବ ମୁଜୁମଦାର ଏବଂ ରଶ୍ମି ରଞ୍ଜନ ଭୋଳ।…

ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗ: ତଡ଼ା ଖାଇଲେ ପ୍ରଧାନଶିକ୍ଷକ

କେନ୍ଦୁଝର  : ମହଙ୍ଗା ପଡ଼ିଲା ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି କରିବା । ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ…

ରାଜ୍ୟର ଶାସକ ଦଳ ବିଜେଡିର ଆୟ କେତେ ?

ଭୁବନେଶ୍ୱର: ପ୍ରକାଶ ପାଇଛି ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳର ଆୟ, ବ୍ୟୟ ରିପୋର୍ଟ । ଯେଉଁଥିରେ ବିଜେଡିର ଆୟ ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଦଳ ଆପ୍, ଟିଆରଏସ, ଶିବସେନାଠୁ ଢେର ଅଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ତେବେ ରାଜନୈତିକ ଦଳଗୁଡିକର ଅର୍ଥର ଏକାଧିକ ଉତ୍ସ ଅଛି ଏବଂ ଏହିପରି…

ପରିକ୍ରମା ପ୍ରକଳ୍ପର ଇଞ୍ଜିନିୟର ଏବଂ ପରାମର୍ଶଦାତା କିଏ ଓଡ଼ିଶାବାସୀ ଜାଣିବା ଦରକାର: ଅପରାଜିତା

ଭୁବନେଶ୍ୱର: ପୁଣିଥରେ ଐତିହ୍ୟ ପ୍ରକଳ୍ପ ବାବଦରେ ପୁଣିଥରେ ରାଜ୍ୟ ସରକାର ଏବଂ ପୁରୀ ସାଂସଦ ପିନାକି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରିୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଐତିହ୍ୟ ପ୍ରକଳ୍ପକୁ ନେଉ କଣ ଭୁଲ କରିଛନ୍ତି ରାଜ୍ୟ ସରକାର ତାହା…

ମଉଳିଲା ଚାଷୀଙ୍କ ଆଶା, ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ଜୁନ୍ 10 ପରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଜୁନ୍ 1 ସୁଦ୍ଧା କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଛୁଇଁବା ପାଇଁ…

ବ୍ରହ୍ମପୁରରେ ଲିଙ୍ଗ ନିରୂପଣ ରାକେଟ; ଅଲଟ୍ରାସାଉଣ୍ଡ ମାଲିକ ସମେତ ୧୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ସହରରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ ରାକେଟ୍‌କୁ ଧରିଛି । ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ଆଙ୍କୁଲି ଆନନ୍ଦ ନଗର ସ୍ଥିତ ଅଲଟ୍ରାସାଉଣ୍ଡ କେନ୍ଦ୍ରର ମାଲିକ ଦୁର୍ଗା ପ୍ରସାଦ ନାୟକ(୪୧), ନିଗମ…