Latest Odisha News

BREAKING NEWS

Browsing Category

ସହର

City

ପୁରୀ ଗସ୍ତ ବେଳେ ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ପୁରୀ ଗସ୍ତରେ ଆସି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାସ୍ତା ମଝିରେ ଛାତ୍ର କଂଗ୍ରେସ ଘେରିଥିଲା । ଦଳୀୟ ପତାକା ଦେଖାଇବା ସହିତ କଳା ପତାକା…

କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ ବାଲେଶ୍ୱର ପରିବାର ଅଦାଲତରେ ବିଷ ପିଇଦେଲେ ମହିଳା ଓକିଲ ।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର ଓ ଅଡୁଆରେ ନିର୍ମାଣକାରୀ ସଂସ୍ଥା । ଗତ ଦୁଇଦିନ ତଳେ ହାଇକୋର୍ଟରେ ଏଏସଆଇ ତରଫରୁ ସତ୍ୟପାଠ ଦାଖଲ ହେବାପରେ ଏବେ ବେଆଇନ୍ ନିର୍ମାଣ ଉପରୁ ପରଦା ହଟିଛି । ଏଏସଆଇର ବିନା ଅନୁମତିରେ ନିଷେଧାଞ୍ଚଳରେ ନିର୍ମାଣ…

ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ବିଏମସି ମେୟର

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗତକାଲି ଭୁବନେଶ୍ୱରରେ ବର୍ଷା ହୋଇଥିଲା । ରାତିରୁ ସକାଳ ଯାଏ ବି ବର୍ଷା ହୋଇଛି । ଏହାପରେ ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଭୁବନେଶ୍ୱରେର ପାଣି ଜମୁଥିବା ତଳିଆ…

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ସେନସୋରୀ’ ପାର୍କ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ସ୍ୱତନ୍ତ୍ର ପାର୍କ । ସେମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତାକୁ ବୁଝି ବିଏସସିଏଲ ଚେଷ୍ଟାରେ ତିଆରି ହୋଇଛି ଏହି ପାର୍କ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ…

ବାତ୍ୟା ଅସାନୀକୁ ନେଇ ବଢୁଛି ଭୟ: କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା

ଦିଲ୍ଲୀ: ଆସନ୍ତା ବାତ୍ୟା ଅସାନୀକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ଯୋଗ ଦେଇଥିଲେ । ବାତ୍ୟା ପରିସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହାରି ମଧ୍ୟରେ…

[ଦେଖନ୍ତୁ ଭିଡିଓ] ଅସାନୀ ବାତ୍ୟା ଯୋଗୁ ପ୍ରବଳ ବର୍ଷା: ବଢୁଛି ଚାଷୀର ଚିନ୍ତା

କେନ୍ଦ୍ରାପଡ଼ା : ଦୁର୍ବଳ ହେଉଛି ଅସାନୀ । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡ଼ା ଚାଷୀ କୁଳ । ଧାନ ଚାଷ ବେଳେ ଯେତେବେଳେ ଚାଷୀ କୁଳ ଧାନ ଅମଳ କରିବା କଥା ସେତେବେଳେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ରହିଥିଲା । …

[ଦେଖନ୍ତୁ ଭିଡିଓ] ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର…

ଅଶାନ୍ତ ସମୁଦ୍ର: ମରଣଯନ୍ତାରୁ ଖସିଆସିଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମୁଦ୍ର ଅଶାନ୍ତ ଥିବା ବେଳେ ଦରିଆ ଭିତରକୁ ଯାଉଛନ୍ତି ମତ୍ସ୍ୟଜୀବୀ । ଯାହାର ପରିଣାମ ଆଜି ବ୍ରହ୍ନପୁର ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା ହେଲେ ମତ୍ସ୍ୟଜୀବୀ ମାନେ ମରଣଯନ୍ତାକୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର…

‘ଅହଙ୍କାର ଏବଂ ଅବହେଳା ପାଇଁ ଜଗନ୍ନାଥ ପ୍ରେମୀ କ୍ଷତି ସହୁଛନ୍ତି’

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ତିଆରି ହେଉଛି ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାପରେ ବିରୋଧୀ ବିଜେପି ଫ୍ରଣ୍ଟଫୁଟକୁ ଆସି ରାଜ୍ୟ ସରକାରକୁ ଘେରିଛି । ଏବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରି ଉଭୟ ଏଏସଆଇ ଏବଂ ରାଜ୍ୟ ସରକାରଙ୍କ…