Latest Odisha News

BREAKING NEWS

Browsing Category

ସହର

City

ରଥଯାତ୍ରା ଲାଗି ପ୍ରଥମ ସମନ୍ବୟ ବୈଠକ :ଶ୍ରୀକ୍ଷେତ୍ରରେ ୧୫ ଲକ୍ଷ ଭକ୍ତ ସମାଗମକୁ ଆଖିରେ ରଖି ପ୍ରସ୍ତୁତି

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ,…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ଦୁଷ୍କର୍ମ ଅଭିଯୋଗ ପରେ କାହିଁକି ଗିରଫ ହେଉ ନାହାନ୍ତି ବିଜେଡି ବିଧାୟକ?

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏଯାଏ ଏଫଆଇଆର ପଞ୍ଜିକରଣ କରୁନି ଖଣ୍ଡଗିରି ପୋଲିସ । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । କଟକ ବାଙ୍ଗୀର ଜଣେ ଯୁବତୀ ମେ ଦୁଇ ତାରିଖ ଦିନ ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ସାଂସଦ ରମେଶ…

[ଦେଖନ୍ତୁ ଭିଡିଓ] କୂଅରୁ ଉଦ୍ଧାର ହେଲା ହାତୀଛୁଆ : ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ…

ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

ବ୍ରଜରାଜନଗର:  ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି । ଏଠାରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନର ରହଣି ଦାବି ନେଇ ରେଳରୋକୋ କରିବା ସହ ବ୍ରଜରାଜନଗର ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ। ଆଜି ସକାଳ ୬ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ। ଦାବି…

ଜୁଲାଇ ୧ରେ ମହାପ୍ରଭୁ ରଥଯାତ୍ରା, ଗୁରୁବାର ପ୍ରଥମ ସମନ୍ବୟ କମିଟି ବୈଠକ

ପୁରୀ:  ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଉପଲକ୍ଷେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍ ଜନିତ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ଗୁରୁବାର ପୁରୀରେ ବସିବ…

ବାପା-ମା’ଙ୍କ ସହିତ ହାଜର ହେବେ ସୁମିତ-ତପସ୍ବିନୀ

କଟକ : ସୁମିତ ଓ ତପସ୍ବିନୀ ସେମାନଙ୍କ ବାପା-ମାଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ମେ ୭ ତାରିଖ ଦିନ ୧ଟା ସମୟରେ ଅଭିଭାବକଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାପାଇଁ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।…

ଆସୁଛି ବାତ୍ୟା ! ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ ପ୍ରସ୍ତୁତି ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା…

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ…

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…