Latest Odisha News

BREAKING NEWS

Browsing Category

ସହର

City

ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଭୁବନେଶ୍ୱର : ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି । ଶାରୀ ମନ୍ଦିର ପରିସରରୁ  ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି।…

[ଦେଖନ୍ତୁ ଭିଡିଓ] ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ । ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ…

ଆଗାମୀ ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ବିଜୟ ମହାପାତ୍ର

ଭୁବନେଶ୍ୱର : ଓଡିଶାରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଓଡିଶାରେ ସ୍ଥିତି ଏତେଟା ଉଦବେଗ ଜନକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ…

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଝାରସୁଗୁଡାରେ ଏସପି ଅଫିସ ଘେରାଉ କଲା ବିଜେପି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଷେୟା ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବଢୁଛି ବିବାଦ । ରୋଷେଇଆ ଲଳିତ ସାହୁ ମୃତ୍ୟୁ ମାମଲାରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ଆଜି ଝାରସୁଗୁଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ…

୧୯୬ ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ…

ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ , ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ଠାରୁ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି । ରାଜ୍ୟପାଳ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରୁଛନ୍ତି । କାର୍ଯ୍ୟସୂଚି ଅନୁସାରେ ରାଜ୍ୟପାଳ ରାଜଗାଙ୍ଗପୁରରେ ଓହ୍ଲାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ…

[ଭିଡିଓ] ଜଳ ଯନ୍ତ୍ରଣାରେ ଛଟପଟ ଜୀବନ : ଚୁଆ ପାଣି ଲୋକଙ୍କ ସାହା ଭରସା ପାଲଟିଛି

ନୂଆପଡା : ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି  ଗ୍ରାମବାସୀ । ଚାଷ ଜମିରେ ଥିବା ଚୁଆ ପାଣି ପାଲଟିଛି ଲୋକମାନଙ୍କ ସାହା ଭରସା । ଗୁହାରି ଶୁଣିବା ପାଇଁ କେହି ନାହାନ୍ତି । ମୁଣ୍ଡଫଟା ଖରାରେ ପାଣି ପାଇଁ ମାଇଲ ମାଇଲ ଚାଲୁଛନ୍ତି ଲୋକମାନେ ।ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର…

ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର : କେନ୍ଦ୍ର କୃଷକ…

ନବରଙ୍ଗପୁର : କୃଷି କ୍ଷେତ୍ରରେ ଚାଷୀ ମାନଙ୍କ ଉନ୍ନତି ପାଇଁ ପରାମର୍ଶ ଦେଲେ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଛୋଟ ଚାଷୀ ଏବଂ ମଧ୍ୟମ ଧରଣର ଚାଷୀ ମାନଙ୍କୁ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ…

ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଭୁବନେଶ୍ୱର: ଫିଟନେସ କିମ୍ବା ବୀମା ନଥାଇ ରାଜଧାନୀ ରାଜରାସ୍ତାରେ ସ୍କୁଲ ବସ୍ ଚଳାଇବା ମହଙ୍ଗା ପଡିଛି । ଆଜି ଚେକିଂ ବେଳେ  ଏକ ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ ଲଗାଇଛି ଭୁବନେଶ୍ୱର ଆରଟିଓ । ପଟିଆ ଡମଣା ଛକରେ ଆଜି ପରିବହନ ବିଭାଗ ଚେକିଂ କରୁଥିବା ବେଳେ ବସଟି ହାବୁଡରେ…

ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ : ଗ୍ରାହକଙ୍କୁ ହତ୍ୟା କରି ପରିବା ଦୋକାନୀ ଗିରଫ

ଭୁବନେଶ୍ୱର : ପରିବା ଦର ଉଚ୍ଚା ପାଇଁ ହତ୍ୟାକାଣ୍ଡ । ପରିବା  ଦର ଅଧିକ କହିବାରୁ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ । ଗ୍ରାହକଙ୍କ ଅକାରଣ ଚାଲିଗଲା ଜୀବନ । ହତ୍ୟାକାରି ପରିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ । ଏମିତି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳରେ ।…