Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ଓଡ଼ିଆ ମାନଙ୍କର ଗର୍ବ ଗୌରବ : ଝଡ଼ର ଇଗଲ ତଥା ମହାନ ଜନନାୟକଙ୍କ ସ୍ମୃତିରେ . . .

ଭୁବନେଶ୍ୱର : ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ।  ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ | ଏହି…

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ଛତିଶଗଡ଼ର ୭୨…

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପୁରୀ : ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ ।   ଆଜିଠାରୁ ସଂଯୋଗ ସ୍ବର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ,…

ଢେଙ୍କାନାଳ ଗୁଳିକାଣ୍ଡ ଘଟଣା: ୱାର୍ଡମେମ୍ବରଙ୍କୁ ହତ୍ୟା ପରେ ପ୍ରତିଶୋଧ ନେଲେ ମୃତକଙ୍କ ପରିବାର

ଢେଙ୍କାନାଳ : ଉଗ୍ର ହେଲା ଢେଙ୍କାନାଳ ଗୁଳିକାଣ୍ଡ ଘଟଣା । ୱାର୍ଡମେମ୍ବରକୁ ଗୁଳିମାରିବା ପରେ, ମୁଖ୍ୟ ଅଭିଯୁକ୍ତଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୁଳିମାଡର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ଅଭିଯୁକ୍ତ ନୁରୁ ନାୟକଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ…

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେବ ଅଭିଯୁକ୍ତ ଶିବପ୍ରସାଦ ସାହୁ

କଟକ: ରହସ୍ୟ ଘେରରେ ମାହାଙ୍ଗା ଗଣହତ୍ୟା ମାମଲା । ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ଆଗକୁ ଆବଶ୍ୟକ ପଡ଼ିଲେ…

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ…

ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି। ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ…

ମାନସ ସ୍ୱାଇଁ ହତ୍ୟା ଘଟଣା: ଭଦ୍ରକ ଜେଲରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭଦ୍ରକ  : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ୱତନ୍ତ୍ର ପକାରାଗାରରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର…

[ଦେଖନ୍ତୁ ଭିଡିଓ] ଚୈତ୍ର ପୂର୍ଣ୍ଣିମାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ

 ପୁରୀ :  ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକା ବିହାର କରିବେ । ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ…