Latest Odisha News

BREAKING NEWS

Browsing Category

ସହର

City

ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା…

ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ   । ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପାଠପଢା ଅଧାରୁ ଛାଡି ସ୍ୱଦେଶ ଫେରି ଆସିଥିବା ପିଲାମାନେ…

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା…

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି ।…

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ହୋଇଛି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି । ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି…

ଚର୍ଚ୍ଚା ନୁହେଁ, ସେବା ମନୋଭାବକୁ ଆପଣେଇଛି ବ୍ରହ୍ମପୁରର “ଟିମ୍ କ୍ଲିନ୍ ସିଟି”

ବ୍ରହ୍ମପୁର: ଅନବରତ ମାନବ ସେବା କରି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଟିମ୍ କ୍ଲିନ୍ ସିଟି । ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ତେବେ ଚର୍ଚ୍ଚା ନୁହେଁ, ବରଂ ସେବା ମନୋଭାବ ପାଇଁ ଟିମ୍ କ୍ଲିନ୍…

‘କରୋନା ଏଣ୍ଡେମିକ ପର୍ଯ୍ୟାୟରେ ନାହିଁ, ସତର୍କ ରହି ନିୟମ ପାଳନ କରିବା ଜରୁରୀ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ଯଦିଓ କମିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ମହାମାରୀ ଶେଷ ହୋଇନି। ତେଣୁ ଲୋକେ ସତର୍କ ରହିବା ଆବଶ୍ୟକ। ଇନଷ୍ଟିଚ୍ୟଟ ଅଫ୍ ଲାଇଫ ସାଇନ୍ସ ବା ଆଇଏଲ୍ଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁବାର ଏପରି କହି ସମସ୍ତଙ୍କୁ ପୁଣିଥରେ ସତର୍କ କରାଇ…

ମାହାଙ୍ଗା ଗଣହତ୍ୟା ଘଟଣା : ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣି ସତ କାଢିବ ପୋଲିସ

ମାହାଙ୍ଗା : ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରୁ ଖୁବ୍ ଶୀଘ୍ର ହଟିବ ପରଦା । ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ ।ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଗଲା ଶିବ । ରିମାଣ୍ଡରେ ନେଇ ହତ୍ୟାକାରୀ ଶିବ ମୁହଁରୁ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ ।କ୍ରାଇମ ସିନ୍ ବି ରିକ୍ରିଏସନ…

ଓଲଟିଲା ଧାନ ବୋଝେଇ ପିକଅପ୍ ଭ୍ୟାନ, ୨ମୃତ,୩ ଗୁରୁତର

ରାୟଗଡା : ରାୟଗଡାରେ ମର୍ମନ୍ତୁଦ ଦୁର୍ଘଟଣା । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୀନାଝୋଲା ଓ ବାଡିସୋଲା ଗାଁ ମଝିରେ ଭାରସାମ୍ୟ ହରାଇ ଏକ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ସୋମାନଙ୍କୁ ୧୦୮…

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ…