Latest Odisha News

BREAKING NEWS

Browsing Category

ସହର

City

ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି: ବାପ ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର :ହତ୍ୟାକାଣ୍ଡ ମମାଲାର ଶୁଣାଣି । ଐତିହାସିକ ରାୟ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ । ଏକ ହତ୍ୟାକାଣ୍ଡ ମାମଲାରୁ ରାୟ ଶୁଣାଣି କରି ବାପା ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୨ ଜଣ ସାକ୍ଷ ପ୍ରମାଣକୁ ଭିତ୍ତ କରି ନବରଙ୍ଗପପୁର…

ଶପଥ ନେଲେ ନବନିର୍ବାଚିତ ମେୟର ସୁବାସ ସିଂ

କଟକ: ମହାନଗର ନିଗମ ମେୟର ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂ । ନବନିର୍ବାଚିତ ମେୟର ଭାବେ ସୁବାସ ଶପଥ ନେଇଛନ୍ତି । ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ ସମସ୍ତ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଭୁବନେଶ୍ୱର ଓ ବ୍ରହ୍ମପୁର…

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ପୁରୀ…

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ବର: ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର…

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ…

ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା

ସମ୍ୱଲପୁର: ରୋଗୀଙ୍କର ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗ । ସମ୍ୱଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କିଛି କାମରେ ହସ୍ପିଟାଲ ବାହାରକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେବେ ଲୁଟ୍ ଉଦ୍ଦେଶ୍ୟରେ କେହି ତାଙ୍କୁ ହତ୍ୟା…

ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ

ଭୁବନେଶ୍ୱର: ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହାସହ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ଭୋଟ ମଧ୍ୟ ହେବ ।ସେହିପରି ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଭୋଟ ହେବ । ୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି…

‘ପଣା’ ପିଇ ପ୍ରାଣ ହରାଇଲେ ଦୁଇ ଜଣ, ଅନେକ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ପଣା ପିଇବା ପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରାକାଟା ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ପଣା ପିଇବା ପରେେ ବାଖରାକାଟା ଗାଁର ଲୋକେ ପେଟ ଯନ୍ତ୍ରଣାର ସମସ୍ୟା ସାମ୍ନା କରିଥିଲେ।…

ଜୁନ ମାସରୁ ଜୟପୁରରୁ ବିମାନ ସେବା ଆରମ୍ଭ ହେବ

ଜୟପୁର: ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଆଞ୍ଚଳିକ…

ଏପ୍ରିଲ ୧୦ରୁ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ

 ଭୁବନେଶ୍ୱର : ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ ଆରମ୍ଭ କରିବ । ସମ୍ବଲପୁର-ପୁରୀ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା ୧୮୩୦୩ ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ସମ୍ବଲପୁରରୁ…