Latest Odisha News

BREAKING NEWS

Browsing Category

ସହର

City

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ । ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ…

ପୌର ନିର୍ବାଚନ ପାଇଁ ଖୋର୍ଦ୍ଧାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଖୋର୍ଦ୍ଧା  : ଆସନ୍ତାକାଲି ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଆସନ୍ତାକାଲି ପୌର…

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର…

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ…

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ…

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ…

[ଭିଡିଓ] ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର :  ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡି ଚଢାଇଦେବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ…

[ଦେଖନ୍ତୁ ଭିଡିଓ] ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି: ମଇଦାନରେ ବାପ-ପୁଅ ଟକ୍କର

ଅନୁଗୁଳ  : ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉନସିଲର  ପ୍ରାର୍ଥୀ । ଏଠି ପୁଅ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବାପା । ବାପା ବିଜେପି ର କାଉନସିଲର ପାର୍ଥି ହୋଇଥିବା ବେଳେ ପୁଅ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା…

ଭୁବନେଶ୍ୱର କୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଟ୍ରାଞ୍ଜିଟ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ଗତ ୧୨ ତାରିଖ ଦିନ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଲୋକଙ୍କୁ ଗାଡି ମଡାଇ ଦେବା, ପରେ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ପୁଲିସ ଏହି ବାହୁବଳୀ ବିଧାୟକଙ୍କୁ…

[ଭିଡିଓ] ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଢେଙ୍କାନାଳ ଜିଲ୍ଲାର ବଣସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ସମଲେଇ ନାମକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ…