Latest Odisha News

BREAKING NEWS

Browsing Category

ସହର

City

ଜୁଏଲାରୀରୁ ଡକାୟତି ଉଦ୍ୟମ ପଣ୍ଡ ,୩ ହାର୍ଡକୋର ଡକାୟତ ଗିରଫ

କଟକ : କଟକ ମର୍କତନଗର ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବାବେଳେ ତିନି ଜଣ ହାର୍ଡକୋର ଡକାୟତଙ୍କୁ ଗିରଫ କରିଛି ପୋଲିସ ।ଏହି ଡକାୟତ ଗ୍ୟାଙ୍ଗ ଏକ ଜୁଏଲାରୀ ସୋରୁମରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ।ଆଉ ତିନି ଜଣ ଡାକୟତ ଫେରାର ହୋଇଯାଇଛନ୍ତି ।ପୋଲିସ…

ଦିନ ଦ୍ୱିପ୍ରହରରେ ଫାୟାରିଂ କରି ଦୋକାନରୁ ସୁନା ଲୁଟି ଚମ୍ପଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଦିନ ଦ୍ୱିପ୍ରହରରେ ଗୁଳି ଚଳାଇ ଦୋକାନରୁ ଲୁଟିନେଲେ ଲକ୍ଷାଧୀକ ଟଙ୍କାର ସୁନା । ପରେ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଯାଆଁଳାରେ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଯାଆଁଳାରେ ଥିବା ସାଗରିକା…

ଓଡିଶାକୁ ବାତ୍ୟା ‘ଅସାନୀ’ର ବିପଦ ନାହିଁ କହିଲେ ଆଇଏମଡି ଡିଜି

ଭୁବନେଶ୍ୱର : ଆସୁଛି ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଓଡିଶାକୁ ବାତ୍ୟାର ବିପଦ ନାହିଁ । ଗତକାଲି ସନ୍ଧ୍ୟାରେ ଘୂର୍ଣ୍ଣି ବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ  ଭାରତ ମହାସାଗରରେ ଓ…

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ : ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ବିଦା ହେଲେ ଦୁର୍ନୀତିଗ୍ରସ୍ତ ଅଫିସର । ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଜି ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ ୩ ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଜଣେ…

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣା , ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ନିଖୋଜ ଦୁଇଜଣ ଛାତ୍ରୀ ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର ହୋଇଛନ୍ତି । ମଥୁରା ଷ୍ଟେସନରୁ ଛାତ୍ରୀ ଦୁଇଜଣଙ୍କୁ ଉଦ୍ଧାର କରିଛି ରେଲୁୱେ ପୋଲିସ । ସେପଟେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି କମିଶନରେଟ୍ ପୋଲିସ ଟିମ୍ । ସୂଚନା…

ନୂଆପଡାରେ ରାଜନୈତିକ ହିଂସା ପରାଜିତ ପ୍ରାର୍ଥୀଙ୍କ ଘରେ ଗୁଳିମାଡ

ନୂଆପଡା : ପଞ୍ଚାୟତ ନିର୍ବାଚନ ସରିଲାଣି ।ହେଲେ ଥମୁନି ରାଜନୈତିକ ହିଂସା । ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳି ମାଡ ହୋଇଥିବା ଅଭିଯୋଗ ହୋଇଛି,। ଗୁଳିମାଡରେ ରୁପେସ ସାହୁ ନାମକ ଜଣେ ଯୁବକ ଗୁରୁତର…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ଠକ ଡାକ୍ତର ରମେଶ ସ୍ୱାଇଁର ମିଛଧରା ପରୀକ୍ଷାରେ ୯୦ ପ୍ରଶ୍ନ

ଭୁବନେଶ୍ୱର: ୧୮ ମହିଳାଙ୍କ ରସିକିଆ ସ୍ୱାମୀ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା । ଝାରପଡା ଜେଲରୁ ଆଣି ରାଜ୍ୟ ଫୋରେନସିକ ଲାବକୁ ରମେଶକୁ ଆଣିବ ପୁଲିସ । ମହିଳାଙ୍କୁ ବିବାହ, ଡାକ୍ତରୀ ପାଠ ପଢା ନାଁରେ ଠକେଇ, ଚାକିରି କରାଇଦେବା ନାଁରେ ଚୂନ ଲଗାଇବା ସହିତ ଅନେକ ବ୍ୟବସାୟୀଙ୍କୁ ଠକେଇ…

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଗତ ୮ ତାରିଖରେ ନନ୍ଦନକାନନରେ…