Latest Odisha News

BREAKING NEWS

Browsing Category

ସହର

City

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଖୋଲିଲା ହେଲ୍ପ ଲାଇନ୍ ସେବା

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ । ଏହା ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଛି । ଏହି ସହାୟତା କେନ୍ଦ୍ର ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବ । ଏଥିପାଇଁ ନୋଡାଲ ଅଫିସର…

ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଋଷ୍ ଓ ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଓ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍ . ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ,୧୧ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାକୁ କାଳବୈଶାଖୀ ସହ ବର୍ଷା ସମ୍ଭାବନା ରହିଛିା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛିି ଜିଲ୍ଲାରେ ଘଡ ଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସୂଚନା ଅନୁସାରେ କେନ୍ଦୁଝର…

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତି ଉଦ୍ୟମ କରୁଛନ୍ତି : ବିଜେଡି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନର ପରାଜୟ ଜାଣିବା ପରେ ଓଡିଶାର ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି ।ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି…

କୋଭିଡ ସ୍ଥିତିରେ ସୁଧାର, ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜଧାନୀରେ ସମସ୍ତ କୋଭିଡ କେୟର ସେଣ୍ଟର ବନ୍ଦ ହେବ । କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହା ସୂଚନା ଦିଆଯାଇଛି । ହାଇଟେକ୍ ଓ କିମସ୍ ମେଡ଼ିକାଲକୁ କ୍ଲୋଜର ନୋଟିସ ଦେଇଛି ବିଏମସି । ସମ୍ ହସ୍ପିଟାଲ ଓ…

ଆରପାରିରେ ପୂର୍ବତନ ବିଧାୟକ ଦେବରାଜ ସାହୁ

ଅନୁଗୁଳ : ପରଲୋକରେ ପୂର୍ବତନ ବିଧାୟକ ଦେବରାଜ ସାହୁ । ପୂର୍ବତନ ଡେପୁଟି ମିନିଷ୍ଟର ଅଫ୍ ହୋମ୍ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା ।ସେ ଗତ ୧୫ ଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱର କଳିଙ୍ଗ…

ଓଡିଶାର ମନୋଜ ମହାପାତ୍ର ହେବେ ଏଲ୍ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଓଡିଶାର ମନୋଜ ମହାପାତ୍ର ହେବେ ଏଲ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ । ମନୋଜ ମହାପାତ୍ର ଏଲ ସାଲଭାଡୋରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି ବୋଲି ସେଣ୍ଟାଲ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ମନୋଜ ୨୦୦୦ ବ୍ୟାଚର ଆଇଏଫ୍ଏସ୍…

ପୌର ନିର୍ବାଚନ : ମାର୍ଚ୍ଚ ୨ରୁ ନାମାଙ୍କନ ,୨୬ରେ ଭୋଟ୍ ଗଣତି

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ  । ରାଜ୍ୟରେ ମୋଟ ୧୦୬ ଟି ପୌର ପରିଷଦ ୪୭ଟି ମ୍ୟୁନିସପାଲଟି ଓ ୫୯ ଟି ଏନଏସି ଏବଂ ୩ ଟି ପୌର ନିଗମରେ ସାଧାରଣ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ…

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

କଳାହାଣ୍ଡି ଧର୍ମଗଡରୁ ଆସିଲା ସାଙ୍ଘାତିକ ଅଭିଯୋଗ,ମୃତକଙ୍କ ନାମରେ ପଡିଛି ଭୋଟ୍

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡରୁ ଆସିଛି ସାଂଙ୍ଘାତିକ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ ମୃତକଙ୍କ ନାମରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀଙ୍କ…