Latest Odisha News

BREAKING NEWS

Browsing Category

ସହର

City

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ । ନୟାଗଡ଼ ବନଖଣ୍ଡରୁ…

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଇଲା ବୁଲା କୁକୁର

ବାଲେଶ୍ୱର: ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା…

ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର : ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ।ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ଇଚ୍ଛା ଶକ୍ତିର ଅଭାବ ଓବିସି ମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟରେ  ଓବିସି ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର ହରାଇଛନ୍ତି ବୋଲି କଂଗ୍ରେସ ସିଧା…

[ଭିଡ଼ିଓ] ପୁଣି ଫସିଲେ ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର

ରାଉରକେଲା : ପୁଣି ଫସିଲେ ତହସିଲଦାର । ଏଥର ଅଭିଯୋଗ କିନ୍ତୁ ଭିନ୍ନ । କିଛି ଯୁବତୀଙ୍କ ସମ୍ପର୍କ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ। ରାଜଗାଙ୍ଗପୁର ତହସିଲଦାର ଶରତଚନ୍ଦ୍ର ବାଗଙ୍କ ନାଁରେ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଥାନାରେ ଦେଇଛନ୍ତି ଏତଲା। ଅନ୍ୟ ଝିଅ ମାନଙ୍କ ସହ…

ବିଜେପିରେ ମିଶିଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଓଡିଶା ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଦିଲ୍ଲୀପ କୁମାର ମହାପାତ୍ର । ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର । ଆଜି…

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ନେଇ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ କର୍ମଚାରୀ ମାନେ ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦାଶାବଳୀରେ ସ୍ପଷ୍ଟ ଭାବେ…

ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ ।…

[ଭିଡିଓ] ସାମ୍ବାଦିକତାରୁ ରାଜନୀତି : ଘର ଘର ବୁଲି ପ୍ରଚାର କରୁଛନ୍ତି ସୁଶାନ୍ତ

ନବରଙ୍ଗପୁର : ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମର ।  ଚାରିଆଡେ ଜମୁଛି ପ୍ରଚାର। ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ସାମ୍ବାଦିକ ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ପଞ୍ଚାୟତର ସମିତ ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ସୁଶାନ୍ତ କୁମାର ବେହେରା ।ସାମ୍ବାଦିକ ଥିଲେ । ଗାଁ ଗହଳିର…

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ…

ମଣ୍ଡି ସମସ୍ୟାକୁ ନେଇ ବିଜେଡି ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ମଣ୍ଡି ସମସ୍ୟାକୁ ନେଇ ପୁଣି ବିଜେଡିକୁ ଟାଗଟେ କଲା ବିଜେପି । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଧାନକିଣାବିକା ବେଳେ ଲକ୍ଷ ଲକ୍ଷ ଚାଷୀ ଲୁଟର ଶିକାର ହେଉଛନ୍ତି । ହେଲେ ବିଜେଡି ଅରୁଆ ଉଷୁନା ଚାଉଳ କଥା କହି…