Latest Odisha News

BREAKING NEWS

Browsing Category

ସହର

City

ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ,ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା :ବ୍ୟୁଟି ପାର୍ଲର ନାଁରେ ଠକେଇ । ବ୍ୟୁଟି ପାର୍ଲର ନାଁରେ କୋଟିଏରୁ ଅଧିକ ଟଙ୍କା ବିଭିନ୍ନ ଅଞ୍ଚଳରୁ ଠକି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ।ବାରିପଦା ଟାଉନ ଥାନା ପୋଲିସ ଓ ବାଲେଶ୍ୱର ଥାନା ପୋଲିସ ରେସିଡେନସିଆଲ କଲୋନୀରୁ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ହେଲେ ବୈଶିଙ୍ଗା…

[ଭିଡ଼ିଓ] ଭୋଟରଙ୍କ ଅଭିନଵ ପ୍ରତିବାଦ, ଭଙ୍ଗା ଘର କାନ୍ଥରେ ପୋଷ୍ଟର ମାରି ଗୁହାର

ପିପିଲି: ଗାଁରେ ସମସ୍ୟା ମାଳ ମାଳ । ପ୍ରତିଥର ଲଗାଯାଉଛି ଗୁହାର । ହେଲେ ଶୁଣିବାକୁ କେହି ନାହିଁ । ପ୍ରତିଥର ନିର୍ବାଚନ ଆସିଲେ ଭୋଟ୍ ପାଇଁ ସବୁ ହାଜର ହୋଇଯାନ୍ତି । ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ବି ଅଜାଡି ଦିଅନ୍ତି । ହେଲେ ଏବେ କିନ୍ତୁ ଗାଁର ଲୋକେ ଏକଜୁଟ ହୋଇ ନିଆରା ଢଙ୍ଗରେ ପ୍ରତିବାଦ…

ପୋଲିସ ପଞ୍ଝାରେ ୬ଜଣ ବାଇକ ଚୋର, ୨୦ଟି ଚୋରା ଗାଡି ଜବତ

ଝାରସୁଗୁଡା :ପୋଲିସ ପଞ୍ଝାରେ ମୋଟରସାଇକେଲ ଚୋର ଗ୍ୟାଙ୍ଗ । ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ ୬ ଜଣ ମୋଟସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ ଟି ଚୋରା ମୋଟରସାଇକେଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦଗରଡ, ସମ୍ବଲପୁର, ଝାରସୁଗୁଡା,…

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର :ଚୋରି କରିବା ପଡିଲା ମହଙ୍ଗ। ଗିରଫ ହେଲେ ୫ଜଣ ଅଭିଯୁକ୍ତ ।ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ…

[ଭିଡ଼ିଓ] ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ, ସମାଧାନକୁ ଅପେକ୍ଷା .. .. .

ଯାଜପୁର: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଶିକ୍ଷାସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାଜପୁରର ବିଞ୍ଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀ ଦେଖିଲେ ବହୁତ କିଛି ସମସ୍ୟା ସମାନାକୁ ଆସେ । ୬ଟି ପଞ୍ଚାୟତ ଲୋକଙ୍କ ପାଇଁ ଭଲ ରାସ୍ତା  ନାହିଁ ।…

ଫ୍ରେବ୍ରୁଆରି ଶେଷ ଆଡକୁ ତୃତୀୟ ଲହରୀ ଶେଷ ହେବ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ରାଜ୍ୟରେ ସଂକ୍ରମଣ ହାର କମୁଛି ।ଆମେ ପିକ୍ ଅତିକ୍ରମ କରିସାରୁିଛୁ । ଯଦିଓ ଆଗକୁ ସଂକ୍ରମଣ ଉପରମୁହାଁ ହେବ ତେବେ ଏହା ମାଇନର ପିକ ହୋଇପାରେ ।ଆଗାମୀ ସପ୍ତାହ ସୁଦ୍ଧା…

କଟକ ଏସସିବିରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏଁ ଗ୍ରୀନ କରିଡର , ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଗଲା

କଟକ : କଟକ ଏସସିବିରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ଗ୍ରୀନ କରିଡର । ଏହା କରାଯିବାର କାରଣ ଥିଲା ,କଟକ ଏସିସିବିରୁ ଜଣେ ଗୁରୁତର ରୋଗୀଙ୍କୁ ଏୟାରଲିଫଟ କରାଯାଇଛି । ବିମାନ ବନ୍ଦରରୁ ଏୟାରଲିଫଟି କରି ଇନ୍ଦମଣି ପାଣୀଙ୍କୁ ସୁରଟ ନିଆଯାଇଥିବା ସୂଚନା ମିଳିଛି । ଇନ୍ଦ୍ରମଣି ପାଣୀ ଓଡିଆ ଆଇଏସ…

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଧାନ ଗଦାରେ ଲଗାଇଦେଲେ ନିଆଁ

କଟକ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ତୁମୁଳ କାଣ୍ଡ । ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । କଟକ ତିଗିରିଆ ବ୍ଲକ ଅଚଳ କୋଟ ଗାଁ ରେ ଏପରି ଘଟଣା ଘଟିଛିା ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ…

ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର : ଔଷଧ ଦୋକାନରୁ ଲୁଟ । ମେଡିସିନ କିଣିବାକୁ ଆସି ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ଗ୍ରାହକ ।ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଏପରି ଘଟଣା ଘଟିଛି । ପ୍ରାୟ ତିନି ଜଣ ଯୁବକ ମେଡିସିନ କିଣିବାକୁ ଆସି ଜଣକ ପରେ ଜଣେ ଲୁଟ୍ କରିଥିବା ସିସିଟିଭ କ୍ୟାମେରାରେ…

ସାଧାରଣତନ୍ତ୍ର ଦିବସରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ଥର ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ସେନେଇ ସୂଚନା ମିଳିଛି । ଏଥର ସାଧାରଣତନ୍ତ୍ର ଦିବସରେ ରାଜ୍ୟରେ ୨୦ ଜିଲ୍ଲାରେ ମନ୍ତ୍ରୀ ଓ ୧୦ ଟି…