Latest Odisha News
Browsing Category

ସହର

City

ପ୍ରତିଷ୍ଠିତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର : ପ୍ରତିଷ୍ଠିତ ଲେଖକ, ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ପରଲୋକ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୋ ନଶ୍ବର ବ୍ଲକ୍ ବାରଡୁଙ୍ଗୁରୀସ୍ଥିତ ବାସଭବନରେ ତାଙ୍କର ପରଲୋକ…

୧୪ ଯାଏ ବର୍ଷା, ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା  ଓ କୁଆପଥର ବର୍ଷା ମଧ୍ୟ ହୋଇପା‌ରେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା…

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ସଂକ୍ରମଣ ବଢୁଛି । ତାସହ ଭୁବନେଶ୍ୱରରେ ବଢଚି କଟକଣା । ଏକାଧିକ ସଂକ୍ରମିତ ଚିହ୍ନଟ ପରେ କରୋନା ଚେନରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରୁଛି ବିଏମସି । ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି…

ପୁରୀରେ ହେବ ପଞ୍ଚତାରକା ହୋଟେଲ: ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି । ସିପସରୁବାଲି ଅଞ୍ଚଳରେ ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ପୁଣି ଭିଜିଲାନ୍ସ ରେଡ୍। କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢାଉ ଜରାଯାଉଛି। ନିହାରଙ୍କ ଶ୍ୱଶୁର ଘର ରାଉରକେଲା ସ୍ଥିତ ଛେଣ୍ଡ କଲୋନୀରୁ ନେଇ ବାରିପଦା କ୍ୱାଟରରେ ଭିଜିଲାନ୍ସ ଚଢାଉ କରାଯାଇଛି ।…

ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ…

ଆଦିବାସୀଙ୍କ ଶୁଲିଆ ଯାତ୍ରା: ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ପୁଣି ରକ୍ତରଂଜିତ ହୋଇଛି ସାନଖଳା ଓ ବଡ଼ଖଳା । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ…

[ଭିଡିଓ] ଶମିଳିପାଳରୁ ଖସି ଯାଇଥିଲା ,ଚନ୍ଦନପୁରରୁ ମିଳିଲା

ମୟୂରଭଞ୍ଜ : ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗାଁରୁ ହରିଣ ଉଦ୍ଧାର । ଶମିଳିପାଳରୁ ପଳାଇଆସିଥିବା ହରିଣକୁ ଅଟକ ରଖିଲେ ଗ୍ରାମବାସୀ । ବନ ବିଭାଗ ଖବର ପାଇ ଉଦ୍ଧାର କଲା ହରିଣ । ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ଚନ୍ଦନପୁର ଗାଁର ଅକ୍ଷୟ ମହାନ୍ତିଙ୍କ ଘରୁ ବନ ବିଭାଗ ହରିଣ ଉଦ୍ଧାର କରିଛି ।…

ଓମିକ୍ରନକୁ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓମିକ୍ରନକୁ ନେଇ ସଚେତନତା ବାର୍ତ୍ତା । ଦେଶରେ ଏବେ କୋଭିଡର ନୂଆ ଭାରାଆଣ୍ଟା ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହ ବାଲୁକା…

[ଭିଡିଓ] ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ କଟକ ପୁଅ ସବ୍ୟସାଚୀ

କଟକ : ଇଚ୍ଛାଶକ୍ତି ଥଲେ ସଫଳତା ମିଳିଥାଏ । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କଟକ ପୁଅ । କଟକ ଶିଖରପୁର ଅଞ୍ଚଳର ସବ୍ୟସାଚ୍ଚୀ ରାଉତ ।ବୟସ ମାତ୍ର ୨୪, ହେଲେ ମ୍ୟାଥମେଟିକ୍ସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ସବ୍ୟସାଚ୍ଚୀ । ଗଣିତ ଶିକ୍ଷାରେ ଅଗାଧ ଜ୍ଞାନ ରହିଛି…