Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ]ମାନବିକତା ଦେଖାଇଲେ ରବିନ୍ଦ୍ର, ଫେରାଇଲେ ବସଷ୍ଟାଣ୍ଡରୁ ମିଳିଥିବା ଲ୍ୟାପଟପ ବ୍ୟାଗ୍

ସୋନପୁର: ମାନବିକତାର ପରିଚୟ ଦେଲେ କୁଲି । ଛାତ୍ରଙ୍କୁ ଫେରାଇଲେ ତାଙ୍କ ମୂଲ୍ୟବାନ ଜିନିଷ । ସୋନପୁରର ରବିନ୍ଦ୍ର କୁମ୍ଭାର ଏହିଭଳି ମାନବିକତା ଦେଖାଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବସଷ୍ଟାଣ୍ଡରେ କୁଲି କାମ କରୁଥିବାବେଳେ ରବିନ୍ଦ୍ର ଏକ ବ୍ୟାଗଟି ପାଇଥିଲେ । ଭୁଲବଶତଃ କେହି…

[ଭିଡ଼ିଓ] ଦିନକୁ ଦିନ ବଢୁୁଛି ଲୁଟେରାଙ୍କ ରାଜ୍, ଟେର୍ ପାଉନି ପୁଲିସ

ଗୁଣପୁର: ଦିନକୁ ଦିନ ବଢୁଛି ଚୋରି ରାହାଜାନୀ । ଗୁଣପୁରରେ ଦୁଇ ମାସ ମଧ୍ୟରେ ଦୁଇ ଦୁଇଥର ଡକାୟତି ହୋଇସାରିଥିବା ବେଳେ ଟେର ପାଉନି ପୁଲିସ୍ । ସେହିଭଳି ଶନିବାର ସହରର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଦୋକାନ ସଟର ଭାଙ୍ଗିବା ସହିତ ୪…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏପଟେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତ ହୋଇ ଆଉ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି…

ରାଜ୍ୟରେ ବଢୁଛି କରୋନା ପଜିଟିଭ୍ ସଂଖ୍ୟା, ୨୪ଘଣ୍ଟା ଭିତରେ ୪୨୪ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୪୯ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧୭୫ଜଣ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ…

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ରବିବାରଠାରୁ କରାଯିବ । ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ…

ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଢ଼ିଙ୍କିଆ ଗାଁର ଲୋକେ ଦେଲେ ପାନବରଜ

ପାରାଦ୍ୱୀପ: ଜେ ଏସ ଡ଼ବ୍ଲୁ ପ୍ରକଳ୍ପ ପାଇଁ ଦେଖାଦେଇଛି ନୂଆ ସମ୍ଭାବନା । ନୂଆବର୍ଷରୁ ଢ଼ିଙ୍କିଆ ଗାଁର ତିନି ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଛନ୍ତି । ସେମାନେ ହେଲେ ପ୍ରେମାନନ୍ଦ ଦାସ, ଅରକ୍ଷିତ ମଲ୍ଲିକ ଓ ଧୀରେନ୍ଦ୍ର ସ୍ୱାଇଁ । ନିଜ ଇଚ୍ଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ…

ରାତି ତାପମାତ୍ରା ଖସିବ, ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ ଶୀତ । ରାତି ତାପମାତ୍ରା ଖସିବ । ପୁଣି ଅନୁଭୂତ ହେବ ପ୍ରବଳ ଥଣ୍ଡା । ଆସନ୍ତାକାଲିଠୁ ଦୁଇଦିନ ଶୀତ ଲହରି ରହିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଶୀତ ହେବ । ପ୍ରବଳ ଥଣ୍ଡା ହେବାକୁ ନେଇ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ…

[ଭିଡ଼ିଓ]ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ କଲେ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ନିଆରା ଢଙ୍ଗରେ ନୂଆ ବର୍ଷକୁ ସ୍ୱାଗତ । ୨୦୨୨କୁ ସ୍ୱାଗତ କରି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା ସାହାଣୀ। ଏକ କାଡବୋର୍ଡ ଜରିଆରେ କିଛି ରଙ୍ଗ , ଗ୍ଲିଟର ଆଉ କିଛି ଫୁଲ ନେଇ ଏକ ସୁନ୍ଦର ଚିତ୍ର କଳା କରିଛନ୍ତି ପ୍ରିୟଙ୍କା। ପ୍ରଭୁ ଜଗନ୍ନାଥଙ୍କର ସୁନ୍ଦର…

ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର: ବନ୍ଦ ହେଲା ଶିଶିର ସରସ ମେଳା । କେଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ୍ ପୋଲିସ ବନ୍ଦ କଲା ମେଳା । ରାଜ୍ୟ ସରକାର କୋଭିଡ ଗାଇଡଲାଇନରେ ମେଳା ମହତ୍ସବ କରିବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ, ହେଲେ ଏଠି କାହା ଅନୁମତିରେ ଶିଶିର ସରସ ମେଳା ହୋଇଥିଲା ତାହା ଏବେବି ପ୍ରଶ୍ନ…