Latest Odisha News

BREAKING NEWS

Browsing Category

ସହର

City

ଶୀତକାଳିନ ଅଧିବେସନ ଅଧାରୁ ବନ୍ଦ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ଟିମ୍

ଭୁବନେଶ୍ଵର : ବାରମ୍ବାର ଶୀତକାଳିନ ଅଧିବସେନ ଅଧାରୁ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ। ବାରମ୍ବାର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହୁଥିଲା । ଏହି ପ୍ରସଙ୍ଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଥିଲା ବିଜେପି ପ୍ରତିନିଧି ଦଳ। ଶୁକ୍ରବାର ବିଧାନସଭା ଅଧିବେସନ…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାକୁ ମିଶାଇ…

ଭୁବନେଶ୍ୱରରେ ପହଞ୍ଚିଲା JWO ରାଣା ପ୍ରତାପଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡ଼ିଆ ବାୟୁସେନା ଅଫିସର ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ଦିଲ୍ଲୀରୁ ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ସେଠାରେ ରାଣା ପ୍ରତାପ ଦାସଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି…

ବିଧାୟକ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର

ରାଉରକେଲା: ବିଧାୟକ ନିଖୋଜ ନେଇ ଲାଗିଲା ପୋଷ୍ଟର । ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ନେଇ ପୋଷ୍ଟର ଲାଗିଛି । ରାଉରକେଲା ସେକ୍ଟର-୬ ହିଲଟପ୍ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି, ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ…

ଛୁରୀ ଦେଖାଇ ଲୁଟିନେଲେ ୩ ଲକ୍ଷ ୭୦ ହଜାର ଟଙ୍କା , ପୋଲିସର ତଦନ୍ତ ଜାରି

ଗଞ୍ଜାମ : ଗଞ୍ଜାମରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପ୍ରାୟଗୀ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିଛନ୍ତି ଦୁବୃର୍ତ୍ତ । କୃଷ୍ଣପ୍ରସାଦ ବ୍ଲକର ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର…

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା, ୨ଅଭିଯୁକ୍ତ ଗିରଫ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସୋନପୁର ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ସୋନପୁର ସହରର ମହାଦେବ ଥପା ଓ ଶୁଶାନ୍ତ ବେହେରା । ଏମାନଙ୍କ ଠାରୁ ୧୨୦ ଗ୍ରାମର ବିସ୍କୁଟ ଜବତ କରିଛି ପୋଲିସ ।…

ସହାୟତା ଅପେକ୍ଷାରେ ଶରତ

କାମାକ୍ଷାନଗର : ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଦୁନିଆ କଣ ଜାଣିବା ଆଗରୁ ଦୃଷ୍ଟିହୀନ । ଅଳି ଅଝଟ ବୁଝିବା ପାଇଁ ପାଖରେ ମା' ନାହିିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାଶ ଗାଁରେ ବାଲିଜୁରୀ ସାହିର ଲାଲମୋହନ କୁଲଡି ଓ ଶୁଶିଳା କୁଲଡିଙ୍କ ୭ ବର୍ଷର ସାନ ପୁଅ ଶରତ କୁଲଡି ।…

ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇନାହାନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୨୯ପରଠାରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଯାଇଥିବା ୨୪୬ ନମୂନାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ନଭେମ୍ବର ମାସରେ ପୂର୍ବରୁ ୧୪୧ ନମୂନା…

[ଭିଡିଓ] ଏସଓପି କଡାକଡି ପାଳନ ହେଉଛି, ଥଣ୍ଡା ଜ୍ଵର ହେଲେ ସ୍କୁଲ ଆସିବା ମନା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଗୁଡିକରେ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଥଣ୍ଡା ଜ୍ଵର ହେଲେ କୌଣସି ପିଲା ସ୍କୁଲ ନଆସନ୍ତୁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସ୍କୁଲରେ ସଂକ୍ରମଣ ଏତେଟା ନାହିଁ ।ଅଭିଭାବକ ମାନେ ଚାହିଁଲେ ପିଲାମାନଙ୍କୁ…

ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ, ଗିରଫ ହେଲେ ବରିଷ୍ଠ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗ। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ନାଁରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଜଣେ ଦୃଷ୍ଟିହୀନ ସେବାୟତଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ କିଛି ଦିନ ହେଲା ଯୌନ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଜି ସେବାୟତ ଜଣକ ସିଂହଦ୍ୱାର ଥାନାରେ…