Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ…

କଟକରେ ହନିଟ୍ରାପ୍‌ ! ୩ ଅଭିଯୁକ୍ତ ଗିରଫ, ଯୁବତୀ ଫେରାର

କଟକ: କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌ ଓ ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଜଣେ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶୀକାର କରିବା ଅଭିଯୋଗରେ ଲାଲବାଗ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ…

ମୂଲ୍ୟାୟନ ପାଇଁ ଆଜି ଯିବ ସମ୍ମେଟିଭ ଆସେସମେଣ୍ଟ-୧ର ଓଏମଆରସିଟ୍

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମ୍ମେଟିଭ ଆସେସମେଣ୍ଟ -୧ର ଓଏମଆରସିଟ୍ ମୂଲ୍ୟାୟନ ପାଇଁ ଆଜିଠୁ ଯିବ । ଗତ ୭ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ପରେ ୯ତାରିଖରୁ ଓଏମଆର ସିଟଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ଼ କାର୍ଯ୍ୟାଳୟକୁ ଆସିଥିଲା । ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ…

[ଭିଡ଼ିଓ] ପୁଣି ଧରା ପଡିଲା ସେକ୍ସ ରାକେଟ୍ :୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖୋଦ୍ ଥାନା ପଛ ପଟେ ଚାଲିଥିଲା ଖୁଲମଖୁଲା ଦେହ ବେପାର । କଟକ ମର୍କତ ନଗର ଥାନା କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ତେବେ ପୁଲିସ ନିକଟରେ ଖବର ପହଂଚିବା ପରେ ଅଚାନକ ଭାବେ ଚଢାଉ କରାଯିବା ସହିତ ୨…

ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ, କଟକ କାଠଗୋଲା ସାହି ପାଥୋଲାବରେ ପୋଲିସର ଚଢାଉ

କଟକ: ପାଥୋଲାବରେ ଏବଂ ଡାଇଗ୍ନୋଷ୍ଟିକ ସେଣ୍ଟରରେ ପୋଲିସର ରେଡ୍ । କଟକ ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ପାଥୋଲାବ ସେଣ୍ଟରରେ ପୋଲିସ ରେଡ କରିଛି । ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରୁଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । କଟକ ପୋଲିସ ଓ ଜୋନ ଏସପିଙ୍କ ନେତ୍ୱତ୍ୱରେ ରେଡ କରାଯାଇ ଦୁଇ…

ଥାନା ପଛରେ ଦେହ ବେପାର, ତିନି ରୂପଜୀବୀଙ୍କ ସହ ୩ ଗ୍ରାହକ ଗିରଫ

କଟକ: କଟକରେ ପୁଣି ଠାବ ହେଲା ସେକ୍ସ ର୍ୟାକେଟ୍ । ଏହି ଘଟଣାରେ ତିନି ରୂପଜୀବୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଏକ ଭିଡିଓ ପ୍ଲେୟର ଜବତ କରିଛି ପୋଲିସ । ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର…

ପୋଲିସର ଚଢାଉ, ନଟେଇ ସୂତା ଜବତ

କଟକ: ମକର ସଂକ୍ରାନ୍ତିରେ ଅମାନିଆଙ୍କ ଉତ୍ପାତ । ବାରଣ ହେଲା ତାଗିଦ ବି ହେଲା, କିନ୍ତୁ ମାନିଲେନି ଅମାନିଆ । ଆକାଶରେ ଉଡେଇଲେ ଶହ ଶହ ଗୁଡ଼ି । ଅନେକ ସ୍ଥାନରେ ପଥଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି କଟକର ବିଭିନ୍ନ ସ୍ଥାନରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶହଶହ ଗୁଡ଼ି ଉଡ଼ା…

ଆଜିଠୁ ୧୭ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ଦିନ ଯାଏଁ ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ଜାନୁଆରୀ ୧୭ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ…

୫ ଦିନ ଶଟଡାଉନ ରହିବ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ୫ ଦିନ ପର୍ଯ୍ୟନ୍ତ ଶଟଡାଉନ୍ କରାଯାଇଛି। ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ଶଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ୟ୍ୟକାରୀ ହେବ। ହାଇକୋର୍ଟ…

କଟକରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ: ଆପାର୍ଟମେଣ୍ଟରେ ଲାଗିଲା ନିଆଁ । କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ…