Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଆଧିକ ଯାତ୍ରୀ ଆହତ ହୋଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍‌ଟି ମୋଟରୁ ଓଲିଟି…

ଆତ୍ମସମର୍ପଣ କଲେ ୨୯୫ ଜଣ ମାଓ ସମର୍ଥକ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଶନିବାର ୨୯୫ ଜଣ ମିଲିସିଆ ବା ମାଓ ସମର୍ଥକ ଗ୍ରାମବାସୀ ପୋଲିସ ଓ ବିଏସଏଫ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ଜିଲ୍ଲା ପ୍ରଶାସନ, ବିଏସଏଫ ଏବଂ ପୋଲିସ ଉପସ୍ଥିତିରେ ଏହି ମାଓ ସମର୍ଥକ ମାନେ ମୁଖ୍ୟ ସ୍ରୋତରେ ସାମିଲ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ଅସାନି ଓଡ଼ିଶା ଆସିବ ନାହିଁ । ଆନ୍ଧ୍ର ଛୁଇଁ ପୁଣି ଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିପାରେ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜି ସମସ୍ତ…

ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ : ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି । ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି । ଚଢ଼ାଉ…

ବସ୍‌ରେ ନିଆଁ ଲଗାଇଲେ ନକ୍ସଲ, ଓଡ଼ିଶାରୁ ହାଇଦ୍ରାବାଦ ଯାଉଥିଲେ ୫୦ ଯାତ୍ରୀ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ଆଜି ନକ୍ସଲଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାବେଳେ ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି । ଗତକାଲି ରାତିରେ ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ…

[ଭିଡିଓ] ମାଲକାନଗିରି –ଭଦ୍ରାଚଲମ୍ ରେଳ ଲାଇନ ପ୍ରକଳ୍ପ ଅଗ୍ରଗତି ସମ୍ବଦ୍ଧରେ ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ…

ମାଲକାନଗିରି : କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତରେ ଯାଇଛନ୍ତି । ମାଲକାନଗିରି ଗସ୍ତ ସମୟରେ ରେଳବାଇ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହିତ ପ୍ରସ୍ତାବିତ ମାଲକାନଗିରି -ଭଦ୍ରାଚଳମ୍ ରେଳ ଲାଇନ…

ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ:ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଧ୍ୟାରେ କୋରାପୁଟରେ ପହଂଚିବା ପରେ କରିବେ ରାତ୍ରି ଯାପନ । ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା । ସେପଟେ,…

ବିଜାପୁରରେ ତାତିଲେ ମାଓବାଦୀ, ୭ଟି ଟ୍ରାକ୍ଟର ଜାଳିଦେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓ ହିଂସା । ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ସହ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ୭ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ସୂଚନାଅନୁସାରେ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା…