Latest Odisha News
Browsing Category

ପୁରୀ

Puri

୩୨ମାସରେ ଥରେ ଖୋଲେ ଏହି ମନ୍ଦିର: ପୂଜା ପାଆନ୍ତି ମଳ ନାରାୟଣ

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ…

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ…

ରତ୍ନ ବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ l ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ନୀତିକାନ୍ତି । ଆଜି ସକାଳେ…

ଏଥର ରଥଯାତ୍ରା ପରିଚାଳନାରେ ଝୁଂଟି ପଡିଲେକି ପ୍ରଶାସନ ?

ଶ୍ରୀକ୍ଷେତ୍ରର ରଥଯାତ୍ରା....ସାରା ବିଶ୍ୱ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ଆଉ ଓଡିଶା ସରକାର ମଧ୍ୟ ଏଥିପାଇଁ ଆପ୍ରାଣ ଉଦ୍ୟମ କରି ସଫଳ କରିବା ପାଇଁ ଚେଷ୍ଟା କରନ୍ତି । ସବୁ ଥର କିଛି ଭୁଲ ଭଟକା ରୁହେ...ତାହା ଗ୍ରହଣୀୟ । ଏଥର କିନ୍ତୁ ସୀମା ଟପି ଯାଇଥିଲା...ରଥଯାତ୍ରା ପରିଚାଳନା…

ଖରାରେ ସିଝୁଛନ୍ତି ଭକ୍ତ, କାହାର ନିଘା ନାହିଁ

ଭକ୍ତଙ୍କୁ ଭାବ ଡୋରିରେ ଭଗବାନ ଟାଣିଥାନ୍ତି । ଭଗବାନଙ୍କୁ ଯେତେ ସମ୍ମାନ, ଭକ୍ତି ଓ ସ୍ନେହ ଦେଉଛେ ସେତିକି ଭକ୍ତଙ୍କୁ ମଧ୍ୟ ଦେବା ଉଚିତ । ଅଥଚ ପୁରୀରେ ଭକ୍ତ ହେଉଛନ୍ତି କଲବଲ । ଡହଡହ ଖରାରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସେମାନେ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି । ମାତ୍ର ପ୍ରଶାସନର…

ସିଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ ଜିଲ୍ଲାପାଳ ସମର୍ଥବର୍ମାଙ୍କୁ ଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଭେକଟର ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୧ ତାରିଖରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ…

ଲକ୍ଷ୍ମୀ ମାର୍କେଟ ଅଗ୍ନି ଦୁର୍ଘଟଣାର ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଯେପରି ପୁନରାବୃତି ନ ହେବ ସେଥିନେଇ ଆଲୋଚନା ହୋଇଥିଲା…

ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ପ୍ରଶାସନର କଡ଼ା ଆଭିମୁଖ୍ୟ

ପୁରୀ: ବିଭିନ୍ନ ଅପରାଧରେ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।  ଅପରାଧ ରେ ଜଡ଼ିତ ଥାଇ ଅଟକ ବା ଗିରଫ ହୋଇ ଭଲ ଆଚରଣ ପ୍ରଦର୍ଶନ କରିବାକୁ ୧୧୦ ରେ ବଣ୍ଡ ଦେଇ ମୁକୁଳି ଥିବା ଓ ଏହାର ଉଲ୍ଲଘଂନ କରି ପୁଣି ଅପରାଧ…

ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ ଅନୁଷ୍ଠିତ

ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି…

ବିଜେପି ଯୁବ ମୋର୍ଚ୍ଚା ଘେରାଉ କଲେ ପୁରୀ ଏସପି ଅଫିସ

ପୁରୀ: ବିଧାନସଭା ଘେରାଉ ବେଳେ ପୋଲିସ ପକ୍ଷରୁ ଆକ୍ରମଣ କରାଯିବାକୁ ବିରୋଧ କରି ବିଜେପି ପକ୍ଷରୁ ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଯୁବ ମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ସମେତ ୨୪ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା…