Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଶିଶୁକନ୍ୟା ବିକ୍ରି ଘଟଣା: ବାପା ସମେତ ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ସାନରାଏପଡ଼ା ଅଞ୍ଚଳରେ ଶିଶୁ କନ୍ୟାକୁ ୧୨ ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ଏହି ଘଯଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ୫ ଜଣ ଗିରଫଙ୍କ ମଧ୍ୟରୁ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ୨ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା…

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

ଯାଜପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧ ଗିରଫ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଗିରଫ । ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ୯ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ…

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ…

[ଭିଡ଼ିଓ] ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ, ସମାଧାନକୁ ଅପେକ୍ଷା .. .. .

ଯାଜପୁର: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଶିକ୍ଷାସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାଜପୁରର ବିଞ୍ଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀ ଦେଖିଲେ ବହୁତ କିଛି ସମସ୍ୟା ସମାନାକୁ ଆସେ । ୬ଟି ପଞ୍ଚାୟତ ଲୋକଙ୍କ ପାଇଁ ଭଲ ରାସ୍ତା  ନାହିଁ ।…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଯାଜପୁର ଜିଲ୍ଲାରେ ସରଗରମ ହୋଇପଡ଼ିଛି ରାଜନୀତି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇପଡ଼ିଛି ରାଜନୀତି । ଗାଁ ଗାଁରେ ନିର୍ବାଚନୀର ମାହୋଲ । ସବୁଠି ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ଫେବୃଆରୀ ୧୬ତାରିଖରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୧୬, ୧୮, ୨୦, ୨୨ତାରିଖ ଦିନ ଜିଲ୍ଲାର ୧୦ଟି…

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ…

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ…

ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ

ଭୁବନେଶ୍ୱର: ଆଜି ଯାଜପୁର ଜିଲ୍ଲାର ବରିଷ୍ଠ ଦେୱାନୀ ମକଦ୍ଦମାର ବିଶିଷ୍ଟ ଆଇନଜୀବୀ ଶରତ ଜେନାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ଯାଜପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଓ ପୂର୍ବତନ ସରକାରୀ ଓକିଲ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର…

ବ୍ରହ୍ମଚାରୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ

ଯାଜପୁର: ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ । ଏହିଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଖଇରାବାଦ ପଞ୍ଚାୟତର ବ୍ରହ୍ମଚାରୀ ହାଇସ୍କୁଲରୁ । କୋଭିଡ଼ ପାଇଁ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ କରାଯାଉଛି । ହେଲେ ଏହି ବିଦ୍ୟାଳୟରେ…