Latest Odisha News
Browsing Category

ଅନୁଗୁଳ

Anugul

ନିଷ୍ଠୁର ଶିକ୍ଷକ: କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ମାରିଲେ ନିସ୍ତୁକ ମାଡ, ଭିଡ଼ିଓ ହେଲା ଭାଇରାଲ

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି।…

ଥମୁନି ହାତୀ ଆତଙ୍କ: ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି  । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି  । ଏମିତି କିଛି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ…

ରୋଗୀଣା ଝିଅକୁ ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ

ଅନୁଗୁଳ: ଦୁଃଖିର ଦୁଃଖକୁ କେବଳ ଜଣେ ଦୁଃଖି ମଣିଷ ହିଁ ବୁଝିପାରେ। ଚିରା ଫଟା ପାଲ ତଳେ ତିନି ବର୍ଷ ହେଲାଣି କଟୁଛି ମାଆ ଓ ରୋଗୀଣା ଝିଅର ଜୀବନ। ଏଥିପ୍ରତି କୌଣସି ପ୍ରଶାସନ ବାବୁମାନଙ୍କର ପଡୁନି ଦୃଷ୍ଟି। ଏ ଦୃଶ୍ୟ ଦେଖି ସାହାଯ୍ୟର ହାତ ବଢ଼ାଇଲେ କିନ୍ନର ସଂଘ। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

ଆମ ହସ୍ପିଟାଲ ଦାବି: ବିକ୍ଷୋଭ କଲେ ଛେଣ୍ଡିପଦାର ୩୦ ଗାଁ ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ୩୦ଟି ଗ୍ରାମରୁ ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଦେବଗଡ଼ ଛକଠାରୁ ଏକ ବିରାଟ ରାଲିରେ ଆସି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୁଳ: ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ। ଆଉ ଦୁର୍ଘଟଣା ପରେ ଉତ୍ତେଜନା। ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି। ସୂଚନା ଅନୁସାରେ ଅନୁଗୁଳ-କଟକ ପୁରୁଣା ରାଜ୍ୟ ରାଜପଥରେ ବନ୍ତଳା ପଟରୁ ଏକ କାର ଦ୍ରୁତ ଗତିରେ କଟକ ଆଡକୁ ଯାଉଥିଲା। ମହିଧରପୁର ଗାଁ ନିକଟରେ ଜଣେ ମହିଳା…

ବିଧବା ମହିଳାଙ୍କ ସହ ପ୍ରେମ ପଡିଲା ମହଙ୍ଗା, ଉଭୟଙ୍କୁ କୋଠରୀ ଭିତରେ ପକାଇଲେ ତାଲା

ଅନୁଗୁଳ: ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା। ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ଶାଶୁ ଘର ତାଲା ପକାଇଦେଲେ। ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ ବାହାର କରି ଦଉଡ଼ିରେ ବାନ୍ଧି ସାହି ଦାଣ୍ଡରେ ବୁଲାଇଲେ। ଆଉ ଶହ ଶହ ଲୋକ…

ଜମି ବିକ୍ରି ଏବଂ ଅଧିଗ୍ରହଣ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅନୁଗୋଳ : ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମରୁ ଚକବନ୍ଦୀ ରେକର୍ଡ ଉଚ୍ଛେଦ କରିବା ସହିତ ଜମି ବିକ୍ରି କରିବା ଏବଂ ଅଧିଗ୍ରହଣ ସ୍ଥଗିତ ରଖିବା ନେଇ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ ।…

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।…

ଲାଞ୍ଚ ନେବା ବେଳେ ସହକାରୀ ଡାକ ଅଧିକ୍ଷକଙ୍କୁ ଧରିଲା ସିବିଆଇ

ଅନୁଗୁଳ: ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ। ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ପୋଷ୍ଟ ମାଷ୍ଟରଙ୍କୁ ବଦଳି ଧମକ ଦେଇ ଲାଞ୍ଚ ନେବା ବେଳେ ଡାକ ଅଧିକାରୀଙ୍କୁ ଧରିଲା ସିବିଆଇ। ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ…

ରାସ୍ତା ପାଇଁ ୬ ଘଣ୍ଟିଆ ଆନ୍ଦୋଳନ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଓକିଲ ସଂଘ

ଅନୁଗୁଳ : ରାସ୍ତା ପାଇଁ ଆନ୍ଦୋଳନ । ୬ ଘଣ୍ଟିଆ ଅବରୋଧ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓକିଲ ସଂଘ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରାସ୍ତା ଅବରୋଧ କରିଛନ୍ତି ଅନୁଗୁଳ ୫୫ନମ୍ବର ମୁଖ୍ୟ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଶହଶହ ଲୋକେ ସେହି ରାସ୍ତା ଦେଇ ଯିବା…