Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

ସୁନ୍ଦରଗଡରେ ଦନ୍ତା ଦୌରାତ୍ମ୍ୟ : ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ବାର, ଚିନ୍ତାରେ ବନ ବିଭାଗ

ସୁନ୍ଦରଗଡ଼:  ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡରେ ହାତୀ ପଲଙ୍କ ଉପଦ୍ରବ  । ପାହାଡରେ କିଛି ଦିନ ରହିବା ପରେ ଏହି ହାତୀ ପଲ  ଏବେ ଧିରେ ଧିରେ ଗାଁ ମୁହାଁ ହେଉଛନ୍ତି  । ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ  ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର,…

ହାଇୱା ଧକ୍କାରେ ୨ କିନ୍ନର ମୃତ

ସୁନ୍ଦରଗଡ: ହାଇୱା ଧକ୍କାରେ ଦୁଇ କିନ୍ନର ମୃତ। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା। ସୂଚନା…

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ ଆଜି ସକାଳେ ମୃତ ଡ୍ରଇଭରର ମର ଶରୀରକୁ ବାହାର କରିଛି…

ସାଲବିରାରେ ଡବଲ ମର୍ଡର । ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ : ଗାଁ ମୁଖିଆଙ୍କୁ ନିର୍ମମ ଭାବେ ହତ୍ୟା। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମୁଖିଆଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ବି ହତ୍ୟା କରାଯାଇଛି । ଗାଁରେ ଦୁଇଟି ଦୁଇଟି ହତ୍ୟାକାଣ୍ଡ ନେଇ ଚିନ୍ତା ବଢିବାରେ ଲାଗିଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ର ସାଲବିରା ଗାଁରେ। ସାଲବିରା…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ପାଇଁ କୋଲମଙ୍ଗରେ ଜନ ଶୁଣାଣି

ସୁନ୍ଦରଗଡ଼: କୋଲମଙ୍ଗ ଗ୍ରାମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ସ୍ଥାପନ ହେବାକୁ ଥିବା ଲୁହାପଥର ବେନିଫିକେଶନ ବା ଡି-ସ୍ଲିମିଙ୍ଗ ପ୍ଲାଣ୍ଟ ପାଇଁ ଜନଶୁଣାଣି ହୋଇଯାଇଛି । ସୋମବାର କୋଲମଙ୍ଗ ଗ୍ରାମରେ ଅଧିକାଂଶ ଗ୍ରାମବାସୀଙ୍କ ଗହଣରେ ଏହି ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତାବିତ…

ସୁନ୍ଦରଗଡ଼ରେ ୧୮୦ ରୂପାନ୍ତରିତ ସ୍କୁଲର ଲୋକାର୍ପଣ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର…

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା…

ସୁନ୍ଦରଗଡ଼ରେ ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

• ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ବଳିଷ୍ଠ ପଦକ୍ଷେପ • ଶ୍ରମଜୀବୀ ମହିଳାଙ୍କ ସାନ ସାନ ପିଲାଙ୍କ ଯତ୍ନ ସେବା ପାଇଁ ଆରମ୍ଭ ହେଲା ‘କଳିକା’ • ହାଇସ୍କୁଲ ପରେ ଏବେ ସୁନ୍ଦରଗଡ଼ରେ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମ ସୁନ୍ଦରଗଡ଼: ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି…