Latest Odisha News

BREAKING NEWS

Browsing Category

ନିର୍ବାଚନ ୨୦୨୪

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଯାଇଛି ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଏହି ଭର୍ଚୁଆଲ ବୈଅଂକରେ ବିଜିନ୍ନ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ…

୧୦୦ରୁ ୧୧୫ ଆସନ ଜିତିବ ବିଜେଡି, ବିଜେପିର ଗ୍ରାଫ ବି ଉପରମୁହାଁ

ଭୁବନେଶ୍ବର: ଏକ୍ସିଟ ପୋଲ ଆକଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ପୂରାପୂରି କଡା ଟକ୍କର ଚାଲିଛି । ତେବେ ବିଧାନସଭା ଆସନରେ ବିଜେପିର ଗ୍ରାଫ ଏଥର ଉପର ମୁହାଁ ରହିଛି । ଯେଉଁଠି ଶାସକ ଦଳ ବିଜେଡି ୧୦୦ ରୁ ୧୧୫ ଆସନ ହାତେଇବ ସେଠି…

କେଉଁଠି ହିଂସା, କେଉଁଠି ଶାନ୍ତି, ସବୁଠୁ ବେଶୀ ଇଭିଏମ ତ୍ରୁଟି; ଏହାରି ଭିତରେ ସରିଲା ୨୪ ନିର୍ବାଚନ

ଭୁବନେଶ୍ୱର: ସରିଲା ୨୦୨୪ ନିର୍ବାଚନ। ଦେଶରେ ମୋଟ ୭ ଟି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ଜଣାପଡ଼ିବ କାହାର ହେବ ଗାଦି? ତେବେ ଏଥର ନିର୍ବାଚନ ସବୁଠୁ ନିଆରା ଥିଲା। ଶାସକ ଓ ବିରୋଧି ଦଳ ମଧ୍ୟରେ ଏଥର ଟକ୍କର…

ସରିଲା ନିର୍ବାଚନ; ଇଭିଏମରେ ସିଲ୍ ହେଲା ମୋଟ ୬୩.୧୮ ପ୍ରତିଶତ ଭୋଟ

ଭୁବନେଶ୍ୱର: ରାଜ୍ୟରେ ସରିଛି ୨୦୨୪ ନିର୍ବାଚନ। ମୋଟ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ବାହାରିବା ଫଳାଫଳ। ଆଜି ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ରେ ମୋଟ ୬୩.୧୮ ପ୍ରତିଶତ ଭୋଟ ଗ୍ରହଣ ହୋଇଯାଇଛି। ଅନ୍ତିମ ପର୍ଯ୍ୟାୟ…

ଶେଷ ପର୍ଯ୍ୟାୟର ଶେଷ ମାରାଥନ୍, ମଇଦାନରେ ଚାଲିଛି ସମରସଜ୍ଜା

ଭୁବନେଶ୍ବର: ଦେଶରେ ୭ମ ଓ ରାଜ୍ୟରେ ୪ର୍ଥ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନଟିଏ ମାତ୍ର । ଏହାରି ଭିତରେ ଦେଶ ତଥା ରାଜ୍ୟରେ ଆଜି ହେଉଛି ମଇଦାନ ପ୍ରଚାରର ଶେଷ ଦିନ । ଆଜି ସନ୍ଧ୍ୟା ପରେ ପ୍ରଚାର ମଇଦାନ ହେବ ଖାଁ ଖାଁ । ଏଥିପାଇଁ ନିଜର ଜି ଜାନ ଲଗାଇ ଦେଇଛନ୍ତି ରାଜ୍ୟ ତଥା ଦେଶର ପ୍ରମୁଖ…

ଆସିଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ; ସବୁଠୁ ଧନୀ ଦିଲ୍ଲୀପ ରାୟ

ଭୁବନେଶ୍ବର: ପ୍ରକାଶ ପାଇଲା ବିଧାନସଭା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ । ୧୪୭ ବିଧାନସଭାର ମୋଟ୍ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ଆଜି ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ସବୁଠୁ ଧନୀ ହେଲେ…

ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତ ମତଦାନ ସହିତ ଇଭିଏମରେ ସିଲ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ରାଜ୍ୟରେ ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିମରେ ସିଲ୍ ହୋଇଛି ରାଜଧାନୀ ଭୁବନେଶ୍ବର ସମେତ ପୁରୀ, କଟକ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳର ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ । ତୃତୀୟ ପର୍ଯ୍ୟାୟରେ ମୋଟ ୭୧% ଭୋଟ ଗ୍ରହଣ ହୋଇଛି ।ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି…

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ ଟା…

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧…