Latest Odisha News

BREAKING NEWS

Browsing Category

ଆଲେଖ

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଆଉ ଦିନେ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଆଉ ଦିନେ ବଢିଲା କଟକ ବାଲିଯାତ୍ରା ଅବଧି। ୨୨ତାରିଖ ପରିବର୍ତ୍ତେ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ସାଧାରଣ ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ଐତିହାସିକ କଟକ ବାଲିଯାତ୍ରାର ଅବଧିକୁ ଦିନେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ…

ଓଡିଶାରେ ମହାତ୍ମା

ଭୁବନେଶ୍ବର: ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ବାର୍ତ୍ତାବହ ମହାତ୍ମା ଗାନ୍ଧି ନିଜ ଜୀବନ କାଳରେ ୭ଥର ଓଡିଶା ଆସି ଦେଇଥିଲେ ସ୍ୱାଧୀନତାର ମନ୍ତ୍ର । ଦେଶମାତୃକାର ସ୍ୱାଧୀନତା ଓ ସ୍ୱାଧିକାର ପାଇଁ ଓଡିଶାବାସୀଙ୍କୁ ପ୍ରେରିତ କରିଥିଲେ ଗାନ୍ଧିଜୀ । ଦେଇଥିଲେ ଅହିଂସାର ମହନୀୟ ବାର୍ତ୍ତା ।…

ନିର୍ଭୟାରୁ ଅଭୟା

ପ୍ରୀତିଛନ୍ଦା ଧଳଙ୍କ ସ୍ତମ୍ଭ ‘ପ୍ରୀତିଲେଖା’ ସାରା ଦେଶ ଆଜି ଗୋଟିଏ ଘଟଣାକୁ ନେଇ ସ୍ତବ୍ଧ ।  ମୋ ରାଷ୍ଟ୍ର ଆଜି ୭୮ ତ୍ତମ ସ୍ୱାଧୀନତାର ଉଲ୍ଲାସକୁ କୋଣ ଅନୁକୋଣରେ ପାଳନ କରୁଥିଲା ବେଳେ କିନ୍ତୁ ସମସ୍ତଙ୍କ ମନ ସେଇ ଗୋଟିଏ କୋହ ଆଉ ଭୟରେ ପୂର୍ଣ୍ଣ ହେଇଯାଇଛି ଆଉ ବଡ଼ ପ୍ରଶ୍ନ ପଚାରୁଛି ତାହା…

ଜୀବନ୍ତ ସହର ଭୁବନେଶ୍ୱର, କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ ଏବଂ ଭାଷାର ପେଣ୍ଠସ୍ଥଳୀ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଅତୀତରେ ଭାରତର ସହରାଞ୍ଚଳ କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟର ଭାଷା ଏବଂ ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇ ଆସିଛନ୍ତି । ଫଳସ୍ୱରୂପ ଏହି ସହରମାନ ନିଜ ମଧ୍ୟରେ ଏକ ଐତିହାସିକ ପୃଷ୍ଠଭୂମି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି…

ଯୁବ ମତଦାତାଙ୍କ ପାଇଁ ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରା କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ…

ବିବାହ ବିଛେଦ ବଢୁଛି, ପରିବାର ଭାଙ୍ଗୁଛି

ଅମ୍ବିକା ପ୍ରସାଦ କାନୁନଗୋ ଦେଶରେ ଏବେ ବିବାହ ବିଛେଦ ବଢିଚାଲିଛି। ଉଚ୍ଚଶିକ୍ଷିତ, ମଧ୍ୟବିତ ପରିବାରରେ ଏହି ଦୁଃଖଦ ଘଟଣାର ହାର ପ୍ରାୟ ୧୭ ପ୍ରତିଶତରେ ରହିଥିବା ବେଳେ କ୍ରମେ ଏହି ହାର ବୃଦ୍ଧି ପାଇଚାଲିଛି। ଅନ୍ୟପକ୍ଷରେ ଅର୍ଥନୈତିକ ଅନଗ୍ରଶ୍ରେଣୀପରିବାର ମାନଙ୍କ ମଧ୍ୟରେ ଏହି ହାର…

ଗଣତନ୍ତ୍ରରେ ଆଇନପେଷାର ସ୍ୱାଧୀନତା

ବିଭୁପ୍ରସାଦ ତ୍ରିପାଠୀ  ନିଖିଳ ଓଡ଼ିଶା ଆଇନଜୀବି ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନପେଷାର ସ୍ୱାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି । ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍‌ବୀ କହିଥିବା ଗୋଟିଏ ଉକ୍ତି ବିଶେଷ…

ଐତିହ୍ୟ ପଦଯାତ୍ରୀଙ୍କ ଯାଜପୁର ପରିଦର୍ଶନ

ଯାଜପୁର : କଟକ ହେରିଟେଜ ୱାକସ ନେତୃତ୍ୱରେ ଆୟୋଜିତ ଯାଜପୁରର ଡାକ ଯାତ୍ରାରେ ପ୍ରାୟ ପଚିଶ ଜଣ ଐତିହ୍ୟ ପ୍ରେମୀ ବିରଜା କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରାରମ୍ଭରେ ଆବାହକ ଦୀପକ ସାମନ୍ତରାୟଙ୍କ ସ୍ୱାଗତ ତଥା ଯାଜପୁର ଜିଲ୍ଲା ସମ୍ପର୍କିତ ସାମାନ୍ୟ ସୂଚନା ସହ ଆରମ୍ଭ ହୋଇଥିବା ଏହି…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…