Latest Odisha News

BREAKING NEWS

Browsing Category

ଆଲେଖ

ଗଙ୍ଗାସ୍ନାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବୀଚରଣ ବାବୁ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଥିଲେ। ଅବଶ୍ୟ ଏହାର ଅନ୍ୟ କୌଣସି କାରଣ ନଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ ସେ। ତା ସହିତ କିଶୋରାବସ୍ଥାରୁ ହିଁ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା- ତମାଖୁ ଖାଇବା। ଗୁଣ୍ଡି ବା…

ନିଶା କବଳରେ ଯୁବପୀଢ଼ି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ 'ପ୍ରୀତିଲେଖା' ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ।…

ପଶୁମାନେ ଅସଲ ଅର୍ଥନୈତିକ ମେରୁଦଣ୍ଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଗରିବ ଭାରତର ମେହନତି ମଣିଷକୁ ଜୀବନ ବଞ୍ଚିବାକୁ ପଡିଥାଏ ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ । ଗାଆଁଗଣ୍ଡାର ଅଧିବାସୀ ଓ ବଣମୁଲକର ଆଦିବାସୀବର୍ଗର ଜୀବନଶୈଳୀ ହେଉଛି ମଣିଷସମାଜ ସହିତ ପଶୁସମାଜର ଏକ ସୂକ୍ଷ୍ମ ଓ ସୁସମନ୍ୱିତ ପାରିବାରିକ…

ଉପାସିକା ଆମ୍ରପାଲ୍ଲୀ : ଏକ ଦିବ୍ୟବୋଧ

ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ସନ୍ଧ୍ୟା ନଇଁ ଆସୁଛି। ଆଉ ଟିକିଏ ପରେ ଆକାଶକୁ ହସାଇବ ପୂର୍ଣ୍ଣମୀ ଜହ୍ନ। ପ୍ରସାଧାନ କକ୍ଷର କାନ୍ଥରେ ଝୁଲୁଥିବା ଏକ ବିରାଟ ଦର୍ପଣ ସମ୍ମୁଖରେ ଠିଆ ହୋଇ ନିଜ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିବା ବେଳେ ଚମକି…

ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ରୋକ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗତ ବର୍ଷ ଅକ୍ଟୋବର ୨୬ରେ, କାଶ୍ମୀରର ତିନିଜଣ ଛାତ୍ରଙ୍କୁ ଆଗ୍ରାରୁ ଗିରଫ କରାଯାଇଥିଲା । ସେଡିସନ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଭାରତ-ପାକିସ୍ତାନ ଟି -୨୦ କ୍ରିକେଟ୍ ମ୍ୟାଚ୍ ସମୟରେ ଏହି ତିନି ଛାତ୍ର ପାକିସ୍ତାନ…

ଉପେକ୍ଷିତ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋବିନ୍ଦ ଆଜ୍ଞା ଆମ ଅଞ୍ଚଳର ଜଣେ ଅତି ପରିଚିତ ମଣିଷ। ଗାଁ ଲୋକଙ୍କ ଭାଷାରେ ସେ ବାଇଗଣ ପରିବା। ମାନେ ସମସ୍ତଙ୍କ ସାଙ୍ଗରେ ଭଲ। କେହି ତାଙ୍କର ଶତ୍ରୁ ନାହାନ୍ତି। ମାରିବା ପାଇଁ ଆସି ରାଗରେ ଗୋଟାପଣେ ନାଲି ପଡ଼ିଯାଇଥିବା ମଣିଷଟେ,…

ସଙ୍ଗୀତମୟ ଜୀବନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଯେତେବେଳେ ମଣିଷ ବଣ ଜଙ୍ଗଲରେ ରହୁଥିଲା, ସେତେବେଳେ ଧାତୁ ବାସନକୁ ପିଟିବା କିମ୍ବା ଗଛର ଡାଳରେ ଡାଳ ପିଟି ହେବା ଦ୍ୱାରା ଶବ୍ଦ ଶୁଭେ । ଏପରିକି ବର୍ଷାର ଘଡଘଡି ଶବ୍ଦ ଦ୍ଵାରା କାନ ପ୍ରକମ୍ପିତ ହୋଇଥିବ । ବୋଧହୁଏ ଏହି କ୍ରମରେ ସଂଗୀତର ଗୀତଗୁଡ଼ିକ…

ସର୍ବଜ୍ଞ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦପୁର ଗାଁରେ ଯେଉଁ ସ୍କୁଲଟି ଅଛି, ସେଇଟା ଆଜି କାଲିର ନୁହେଁ। ପାଖାପାଖି ସତୁରୀ ବର୍ଷ ତଳେ କେବଳ ନନ୍ଦପୁର ନୁହେଁ, ଆଖପାଖର ପ୍ରାୟ କୋଡ଼ିଏ ଖଣ୍ଡ ଗାଁର ଲୋକ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଏ ସ୍କୁଲ ଖୋଲିବା ପାଇଁ।…

ସମ୍ପର୍କରେ ବିଶ୍ୱାସ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲି ଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତାର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି ।  କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ…

ପରମାଣୁ ଅସ୍ତ୍ର ବିଶ୍ୱ ଧ୍ୱଂସର କାରଣ ହୋଇପାରେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେବଳ ନୂତନ ସଭ୍ୟତାର ହିସାବ ଦର୍ଶାଉଛି ଯେ ପ୍ରତ୍ୟେକ ପ୍ରମୁଖ ବିବାଦ କେବଳ ଇତିହାସ ନୁହେଁ ; ଧ୍ୱଂସ ଏବଂ ସୃଷ୍ଟି ସହିତ ବିଜଡ଼ିତ ହୋଇ ରହିଛି । ଅନେକ ସାମାଜିକ-ରାଜନୈତିକ ସମୀକରଣକୁ ମଧ୍ୟ ପରିବର୍ତ୍ତନ କରିଥାଏ । ବିଶେଷକରି ଯେତେବେଳେ ଅସ୍ତ୍ରଶସ୍ତ୍ର…